ମାସକରେ ୫୦ ବାଇକ୍ ଚୋରି: ଜିପିଏସ୍ ଟ୍ରାକର ଲଗାଇବାକୁ ପରାମର୍ଶର୍
ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ବାଇକ୍ ଲୁଟିଆ । ପରେ ଚୋରି ଓ ଳୁଟପାଟ ବୃଦ୍ଧି ପାଇବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଯେଉଁ ଆଶଙ୍କା କରିଥିଲେ । ତାହା ଏବେ ଦେଖିବାକୁ ମିଳିଛି । ରାଜଧାନୀରେ ବାଇକ୍ ଚୋରି ବୃଦ୍ଧି ପାଇଛି । ଏକ ଆକଳନ ଅନୁସାରେ ବର୍ଷର ପ୍ରଥମ ଜାନୁଆରୀ ମାସରେ ରାଜଧାନୀରୁ!-->…