ଥାନା ହାଜତରେ ଅଭିଯୁକ୍ତ କାଟିଲା ବେକ, ହାତ
ପୁରୀ: ପୁରୀ ତାଳବଣିଥାନାରେ ହାଜତ ମୃତ୍ୟୁ ଲୋକଙ୍କ ମନରୁ ଲିଭିନଥିବା ବେଳେ ଆଜି ପୁଣି ଏକ ଅଭାଭନିୟ ଘଟଣା ଘଟିଛି । ଡକାୟତି ମାମଲାରେ ଗିରଫ ଜଣେ ଅଭିଯୁକ୍ତ ହାଜତ ଭିତରେ ମଶା କଏଲ୍ ଷ୍ଟାଣ୍ଡରେ ନିଜର ବେକ ଓ ହାତକୁ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେ ପୋଲିସ ତାକୁ ଉଦ୍ଧାରକରି!-->…