ଏଠି ଆତ୍ମାହୂତି କରନ୍ତୁ ନାହିଁ… ପୁଲିସ ଛାନିଆ
ଭୁବନେଶ୍ୱର : ବିଧାନସଭା ଆଗରେ ଗତକାଲି ଆତ୍ମଦାହ ଉଦ୍ୟମ ଓ ପୂର୍ବରୁ ଏଭଳି ଅନେକ ଘଟଣା ଘଟିବା ପରେ ଏହାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ବିଧାନସଭାକୁ!-->…