ପ୍ରେମ ଓ ପ୍ରେମୀ
ସାମାଜିକ ବ୍ୟବସ୍ଥା ଓ ଅବସ୍ଥା ଉଭୟକୁ ତୁଳନା କଲେ ଏଥିରେ ଏକତ୍ରିତ ଜୀବନ ଧାରଣ କରୁଥିବା ମଣିଷ ସମାଜ କିପରି ଆଦିମ କାଳରୁ ଆଗକୁ ଆସି ଅତ୍ୟାଧୁନିକ ଯୁଗରେ ପହଂଚିଛି, ତାହା ସମସ୍ତେ ବିଶ୍ଲେଷଣ କରିବା ବିଧେୟ । ବିଶେଷତଃ ପ୍ରାକ୍-ଐତିହାସିକ ଯୁଗରେ, ମଣିଷ ଅନ୍ୟ ପଶୁପକ୍ଷୀମାନଙ୍କ ପରି ଜଙ୍ଗଲ!-->…