ମରିସ୍ଙ୍କୁ ୧୬.୨୫ କୋଟିରେ କିଣିଲା ରାଜସ୍ଥାନ
ଚେନ୍ନଇ: ବିଶ୍ବର ସବୁଠାରୁ ଧନଶାଳୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠାରୁ ଦାମୀ କ୍ରିକେଟର ହୋଇଛନ୍ତି ଦକ୍ଷିଣ ଆଫ୍ରିକାର ବରିଷ୍ଠ ଅଲ୍ରାଉଣ୍ଡର କ୍ରିସ୍ ମରିସ୍। ଗୁରୁବାର ହୋଇଥିବା ଆଇପିଏଲ୍ ନିଲାମରେ ମରିସ୍ଙ୍କୁ ରାଜସ୍ଥାନ ରୟାଲ୍ସ!-->…