ଅମଠପୁର ଉପନିର୍ବାଚନରେ ୮୧% ମତଦାନ
ବରୀ : ଯାଜପୁର ଜିଲ୍ଲା ବରୀ ବ୍ଲକ ଅର୍ନ୍ତଗତ ଅମଠପୁର ଗ୍ରାମପଂଚାୟତର ସରଂପଚ ପଦବୀ ପାଇଁ ଆଜି ଉପନିର୍ବାଚନ ଶେଷ ହୋଇଛି । ଏହି ଉପନିର୍ବାଚନ ପାଇଁ ଭୋଟ୍ ପ୍ରକି୍ରୟା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୨ଟା ପର୍ଯ୍ୟନ୍ତ ଚାଲିଥିଲା । ନିର୍ବାଚନ ପାଇଁ ୧୫ଟି ବୁଥରେ ମତଦାନ କରାଯାଇଥିବାବେଳେ ୮୧!-->…