ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଯୁବକଙ୍କୁ ବୀଭତ୍ସ ହତ୍ୟା
ପଡିଆ: ମାଲକାନାଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଳକ ଅନ୍ତର୍ଗତ ମାରଡିମେଟଲା ଗ୍ରାମରେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଛି। ଏହି ଗାଁରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ସମ୍ପର୍କ ଥିବା ସନ୍ଦେହ କରି ଜଣେ ଲୋକକୁ ନିର୍ମମ ଭାବେ ହତ୍ୟା କରିଛି। ସୂଚନା ମୁତାବକ ମାରଡିମେଟଲା ଗ୍ରାମର!-->…