ଲେଖକ ଅଭୟ ସିଂଙ୍କ ପରଲୋକ
ଭୁବନେଶ୍ୱର: ବିଶିଷ୍ଟ ଲେଖକ, ସ୍ତମ୍ଭକାର ତଥା ସଚିତ୍ରବିଜୟାର ସମ୍ପାଦକ ଅଭୟ ସିଂହଙ୍କର ଆଜି ପରଲୋକ ହୋଇଯାଇଛି । ଗତ କିଛି ବର୍ଷ ଧରି ସେ ଭୁବନେଶ୍ୱରର ଏକ ଜରାଶ୍ରମରେ ରହୁଥିଲେ ଏବଂ ବିଭିନ୍ନ ରୋଗରେ ପୀଡିତ ଥିଲେ । ଜଣେ ସ୍ପଷ୍ଟବାଦୀ ତଥା ସ୍ୱାଧୀନ ଚେତା ବ୍ୟକ୍ତିତ୍ୱ ଭାବେ ପରିଚିତ!-->…