ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା ଉପରୁ ପରଦା ହଟାଇଲା କମିସନରେଟ୍ ପୁଲିସ୍

ଭୁବନେଶ୍ବର: ରାଜଧାନୀର ଅନ୍ଧାରୁଆ-ଦାସପୁରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା କରିବା ଘଟଣା ଉପରୁ ପରଦା ହଟାଇବାରେ ସଫଳ ହୋଇଛି କମିସନରେଟ୍ ପୁଲିସ୍। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସେ କହିଛନ୍ତି ଯେ, ସ୍ବାମୀ ଶରତ ରାଉଳଙ୍କ ସହ ବିବାହ ବିଚ୍ଛେଦ ପରେ

ପାଞ୍ଚ ମାସର ଶିଶୁକୁ ଦିଆଯିବ ୧୬କୋଟି ଟଙ୍କାର ଇନଜେକସନ

ନୂଆଦିଲ୍ଲୀ: ପାଞ୍ଚ ମାସର ଜଣେ ଶିଶୁ ମୁମ୍ବାଇ ହସ୍ପିଟାଲରେ ଜୀବନମରଣ ସହ ସଂଘର୍ଷ କରୁଛି। ଶିଶୁଟିର ଜୀବନ ବଞ୍ଚାଇବା ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଇନଜେକସନ ଦିଆଯିବ। ତୀରା କାମତ ନାମକ ଶିଶୁକୁ ଏସଏମଏ-ଟାଇପ ୧ ରୋଗ ହୋଇଛି। ଏହି ରୋଗର ଚିକିତ୍ସା ପାଇଁ ଆମେରିକାରୁ ଆସୁଥିବା ଇନଜେକସନ

ହଠାତ୍ ଟନେଲ ଭିତରେ ପାଣି ଭରିଯିବାରୁ ଅଟକିଲା ୩୯ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ

ଡେରାଡୁନ୍: ଉତ୍ତରାଖଣ୍ଡରେ ହିମଶୈଳ ଫାଟି ପ୍ରଳୟ ରଚାଇଥିବା ହିମପ୍ରବାହର ଆଜି ପଞ୍ଚମ ଦିନର ଉଦ୍ଧାର କାର୍ଯ୍ୟରେ ସେଭଳି କିଛି ଅଗ୍ରଗତି ଜଣାପଡ଼ି ନାହିଁ। ମଙ୍ଗଳବାର ଆଉ ୬ଟି ମୃତଦେହକୁ ମିଶାଇ ମୋଟ ୩୨ଟି ଶବ ଉଦ୍ଧାର ହୋଇଥିବା ବେଳେ ତଥାପି ୧୭୫ ଜଣରୁ ଅଧିକ ନିଖୋଜ ରହିଥିବାରୁ ଆଇଟିବିପି,

ଟ୍ୟୁବୱେଲ ପାଇଁ ଖୋଳା ଯାଇଥିଲା ଗାତ, ପଡ଼ିଗଲା ବର୍ଷକର ଶିଶୁ

  ସୋର : ଟ୍ୟୁବୱେଲ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଜୀବନ ହାରିଲା ବର୍ଷକର ଶିଶୁକନ୍ୟା । ଏପରି ଦୁଃଖଦ ଘଟଣା ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଖଇରା ଥାନା ଶାଳଗଡ଼ିଆ ଗାଁରେ ଘଟିଛି। ଆଜି ସକାଳେ ଘର ଦାଣ୍ଡରେ  ଖେଳୁଖେଳୁ  ଅଧା ଖୋଳା ଯାଇଥିବା ଗାତରେ ପଡ଼ିଗଲା ବର୍ଷକର ଶିଶୁକନ୍ୟା। ତୁରନ୍ତ

ପ୍ରମିସ ଡେ’ ର ପ୍ରତିଜ୍ଞା

ଫେବୃଆରୀ ୧୪ରେ ଭାଲେନଂଟାଇନ୍ ଡେ’ ଏହାକୁ ପ୍ରେମ ଦିବସ ଭାବେ ପାଳନ କରିବେ ପ୍ରେମୀଯୁଗଳ ହେଲେ ଏହାର ସପ୍ତାହକ ଆଗରୁ ଅବଗଣନା ଆରମ୍ଭ ହୋଇଯାଇଛି । ସପ୍ତାହ ଧରି ପ୍ରେମୀକ ପ୍ରେମରକା ମାନେ ଗୋଟିଏ ପରେ ଗୋଟିଏ ଦିନ ପାଳିବା ପରେ ଏବେ ଅପେକ୍ଷା କେତେବେଳେ ଆସିବ ଭାଲେନଂଟାଇନ୍ସ ଡେ’ । ଏହି

ଦାନ୍ତ ପାଇଁ ଦନ୍ତାକୁ ଗୁଳି

ଦାନ୍ତ ପାଇଁ ଦନ୍ତାକୁ ଗୁଳି କରି ହତ୍ୟା। ଏପରି ଘଟଣା ଗତ ୯ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କନ୍ଧରା ଜଙ୍ଗଲ ଭେଜିଆଠାରେ ଘଟିଥିଲା। କେତେକ ଦୁବୃର୍ତ୍ତ ଦନ୍ତାକୁ ଗୁଳି କରିବା ପରେ ତା’ର ଦାନ୍ତ ନେଇଯାଇଥିବା ସୂଚନା ମିଳିଛି । ଏପରିକି ପାଟ୍ରୋଲିଂ କରୁଥିବା

ମୁଣ୍ଡବିହୀନ ଶବ ମିଳିବା ଘଟଣା; ମିଳିଲା ମହିଳାଙ୍କ ପରିଚୟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ଗତ ମାସରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ପରେ ତାଙ୍କ ପରିଚୟ ଜାଣିବାକୁ ଖୋଳତାଡ଼ ଆରମ୍ଭ କରିଥିଲା କମିଶନରେଟ ପୁଲିସ୍‌। ଏ ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳାଙ୍କ ମୁଣ୍ଡ ଜବତ ହୋଇପାରି ନ ଥିବା ବେଳେ  

ସୁନ୍ଦରଗଡ଼: ଧାନ ସଂଗ୍ରହରେ ଅଚଳାଵସ୍ଥା ନେଇ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଲେ ଚାଷୀ

ସୁନ୍ଦରଗଡ଼: ଧାନ ସଂଗ୍ରହରେ ଅଚଳାଵସ୍ଥା ନେଇ ସୁନ୍ଦରଗଡ଼ର ଶତାଧିକ ଚାଷୀ ଆଜି ସର୍କିଟହାଉସ ଆଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରାଉ କରିଛନ୍ତି। ଦୁଇଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି ମନ୍ତ୍ରୀ ସର୍କିଟହାଉସରେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ଶତାଧିକ ଚାଷୀ ଧାନ ଉଠାଣ ଦାବିରେ ଯାଇ

ଚଳିତ ବର୍ଷ ଖଣ୍ଡଗିରି ମେଳା ବନ୍ଦ

ଭୁବନେଶ୍ୱର: ମାଘ ସପ୍ତମୀର ଆରମ୍ଭ ହେଉଥିବା ଖଣ୍ଡଗିରି କୁମ୍ଭ ମେଳା ଏ ବର୍ଷ ହେବନି । କେବଳ ପରମ୍ପରା ଅନୁଯାୟୀ ଜାଗମରାସ୍ଥିତ ନାଗା ମଠରୁ ପ୍ରଭୁ ଅନନ୍ତ କେଶରୀ ଉଦୟଗିରି ରାଣୀଗୁମ୍ଫାକୁ ବିଜେ କରିବେ । ମା’ ବାରଭୁଜାଙ୍କ ନିକଟରେ ପୂଜାର୍ଚ୍ଚନା ଓ ବିଶ୍ୱ ଶାନ୍ତି ମହାଯଜ୍ଞ ହେବ । ଏଥର

ରାମ ମନ୍ଦିର ପାଇଁ ଚାନ୍ଦା ଆଦାୟ କରୁଥିବା ଆରଏସଏସ ସଞ୍ଚାଳକଙ୍କୁ ଗୁଳିମାଡ଼

କୋଟା: ଅଯୋଧ୍ୟାରେ ନିର୍ମାଣ କରାଯାଉଥିବା ଭବ୍ୟ ରାମ ମନ୍ଦିର ଲାଗି ଚାନ୍ଦା ଆଦାୟ କରାଯାଉଛି। ଏହି ଅଭିଯାନ ଅଧୀନରେ ରାଜସ୍ଥାନର କୋଟାରେ ଆରଏସଏସର ଜିଲା ସଂଘ ସଞ୍ଚାଳକ ଦୀପକ ଶାହ ଚାନ୍ଦା ଆଦାୟ କରୁଥିବାବେଳେ ତାଙ୍କୁ ଗୁଳିମାଡ଼ କରାଯାଇଛି। କିଛି ବ୍ୟକ୍ତି ତାଙ୍କୁ ଚାନ୍ଦାୟ ବନ୍ଦ କରିବାକୁ