ଅଧ୍ୟାପିକାଙ୍କୁ ଦେଲେ ୫ ଟଙ୍କା, ନେଇଗଲେ ୧୯ ହଜାର

ଭୁବନେଶ୍ୱର: ଅନ୍ଲାଇନ୍ରେ ୱାସିଂ ମେସିନ୍ ବିକିବା ବେଳେ ଠକାମିର ଶିକାର ହେଲେ ଅଧ୍ୟାପିକା । ତାଙ୍କୁ ୧୯ ହଜାର ଟଙ୍କାର ଚୁନ୍ ଲଗାଇଲେ ସାରଇବର ଲୁଟେରା । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପିକା ଭାବେ କାମ କରୁଥିବା ରେଶ୍ମା ମହାପାତ୍ର ଓଏଲ୍ଏକ୍ସରେ ନିଜ ୱାସିଂ ମେସିନ୍ ବିକିବାକୁ

ହୋଟେଲ ମାଲିକଙ୍କୁ ଦୁର୍ବୃତଙ୍କ ହତ୍ୟା

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାଉରକେଲା ସହର ଅନ୍ତର୍ଗତ ଡିଏଭି ଲେନ୍ରେ ଜଣେ ହୋଟେଲ୍ ବ୍ୟବସାୟୀ ଦୁର୍ବୃତମାନଙ୍କ ଆକ୍ରମଣରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ ହୋଟେଲ୍ ବ୍ୟବସାୟୀଜଣଙ୍କ ହେଉଛନ୍ତି ସହରର ସୁପରିିଚିତ ‘ବସେରା ହୋଟେଲ୍’ର ମାଲିକ ସଜ୍ଜନ ମିତଲ୍ । ସବୁଦିନ

କଲେଜରେ ପାଠପଢା ଆରମ୍ଭ

ଭୁବନେଶ୍ୱର: ମହାମାରୀ କରୋନା ଯୋର୍ଗୁ ଦିର୍ଘ ୧୦ ମାସରୁ ଉଦ୍ଧ୍ୱର୍ ସମୟଧରି ବନ୍ଦ ରହିବା ପରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢା ଆଜି ଠାରୁ ଆରମ୍ଭ ହୋଇଛି । ଏଥିପାଇଁ କଲେଜ୍ ଓ ବିଶ୍ୱବିଦ୍ୟାଳୟ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ

କୋଟିଆରେ ନିର୍ବାଚନ ବନ୍ଦ ପାଇଁ ପିଆଇଏଲ୍

କଟକ: ଆନ୍ଧ୍ର ସୀମାନ୍ତ ସଲଗ୍ନ କୋଟିଆ ଅଞ୍ଚଳରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ତୁରନ୍ତ ବନ୍ଦ କରିବା ପାଇଁ ନିଦେ୍ର୍ଧଶ ଦେବାକୁ ଓଡିଶା ହାଇକୋର୍ଟରେ ଆଜି ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ଦାୟର ହୋଇଛି । ଭାରତ ବିକାଶ ପରିଷଦ ପକ୍ଷରୁ ଦାଏର ଏହି ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କ ସହ

ଏବର୍ଷ ପଡ଼ୁନି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ

ପୁରୀ: ଚଳିତ ବର୍ଷ ପଡ଼ୁନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ । ମହାପ୍ରୁଭୁଙ୍କ ନାଗାର୍ଜୁନ ବେଶ ନିତୀକାନ୍ତିକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା । ତାହା ଆଜି ସମସ୍ତ ବିବାଦର ଅବସାନ ଘଟିଛି । ଚଳିତ ବର୍ଷ ପଡ଼ୁନି ନାହିଁ ପ୍ରଭୁଙ୍କ ନାଗାର୍ଜୁନ ବେଶ । ଏହା ସ୍ପଷ୍ଟ

ପୋତାଗଲା ୩ କମ୍ପାନୀର ନକଲି ସାମଗ୍ରୀ

କଟକ- ଜଗତପୁର ଥାନା ପୁଲିସ ଜବତ କରିଥିବା ୩ଟି କମ୍ପାନୀର ନକଲି ସମଗ୍ରୀକୁ ମଙ୍ଗଳବାର ଦିନ ନଷ୍ଟ କରିଛି । ଅଦାଲତ ନିଦେ୍ର୍ଧଶରେ ଜବତ ନକଲି ସମାଗ୍ରୀ ନଷ୍ଟ କରାଯାଇଥିବା ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ସ୍ୱତତ ସସ୍ କମ୍ପାନୀ, ମନ୍ଦିର ମସଲା ଓ ସୁବାସ କମ୍ପାନୀରୁ ଜବତ

୬୨୦ଲକ୍ଷ ଟନ୍‍ ଖରିଫ ଧାନ ସଂଗ୍ରହ

ନୁଆଦିଲ୍ଲୀ :  ଚଳିତ ଖରିଫ ଋତୁରେ ସରକାର ୬୨୦ଲକ୍ଷ ଟନ୍‍ ଧାନ ସଂଗ୍ରହ କରିଛନ୍ତି। କୃଷି ମନ୍ତ୍ରଣାଳୟ କହିଛି ଗତବର୍ଷର ଏହି ସମୟ ତୁଳନାରେ ଏହା ଶତକଡ଼ା ୧୭.୬% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ୫୨୭ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ମୋଟ୍‍ ସଂଗୃହୀତ ଧାନ ମଧ୍ୟରୁ କେବଳ ପଞ୍ଜାବରୁ ୨୦୨

ପଲିଥିନ ଚଢ଼ାଉ: ୧୦ ହଜାର ଜୋରିମାନା ଓ ଦୋକାନ ସିଲ୍

ତାଳଚେର: ତାଳଚେର ପୌରପରିଷଦ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ପଲିଥିନ୍ ଉପରେ ଚଢ଼ାଉ କରାଯାଇ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବା ସହ ବହୁ ପଲିଥିନ୍କୁ ଜବତ କରାଯାଇଛି । ତାଳଚେରରେ ପଲିଥିନ, ସୋଲ ଇତ୍ୟାଦି ଉପରେ କଟକଣା ଲଗାଯାଇ ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ପାଇଁ

ପୁଅର ଆକ୍ରମଣରୁ ବର୍ତିଲା ବାପ, ପଡୋଶୀ ହେଲେ ଲହୁଲୁହାଣ

ରାଜନଗର: ସମ୍ପତି ପାଇଁ ଜନ୍ମକଲା ବାପକୁ ପୁଅ କଟୁରୀରେ ହାଣି ଦେବାକୁ ଉଦ୍ୟମ କରୁଥିବା ବେଳେ ବାପ କୌଶଳକ୍ରମେ ଖସି ଯାଇଥିବା ବେଳେ ବାପକୁ ସୁରକ୍ଷା ଦେବାକୁ ଯାଇ ପଡୋଶୀ ପୁଅର କଟୁରୀ ଚୋଟରେ ଲହୁଲୁହାଣ ହେବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ରାଜନଗର ଥାନା ଅନ୍ତର୍ଗତ

ଶେଷ ହେଲା ଆଦିବାସୀ ମେଳା : କାରବାର ଅଢେ଼ଇ କୋଟି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ନମ୍ବର ୟୁନିଟ୍, ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଗତ ଜାନୁଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ଆଦିବାସୀ ମେଳା ମଙ୍ଗଳବାର ସନ୍ଧ୍ୟାରେ ଉଦ୍ୟାପିତ ହୋଇଛି । ମହାମାରୀ କରୋନା ଜନିତ କଟକଣା ମଧ୍ୟରେ ୧୫ ଦିନ ଧରି ଚାଲିଥିବା ଏହି ମେଳାରେ ଜନସାଧାରଣଙ୍କ ସମାଗମ