୧୫ରେ କଂଗ୍ରେସର ୬ ଘଂଟିଆ ଓଡ଼ିଶା ବନ୍ଦ

ସକାଳ ୭ରୁ ଗୋଟାଏ ଯାଏ ଭୁବନେଶ୍ୱର: ଆସନ୍ତା ୧୫ ତାରିଖରେ କଂଗ୍ରେସ ପକ୍ଷରୁ ୬ ଘଂଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ପେଟ୍ରୋଲ ଓ ଡିଜେଲ ଦରରେ ଆହେତୁକ ବୃଦ୍ଧି, କୋଟିଆର ମାମଲା, ମହାନଦୀ ଜଳ ବିବାଦ ଏବଂ ମାହାଙ୍ଗରେ ରାଜ୍ୟନୈତିକ ହତ୍ୟାକାଣ୍ଡ ଆଦି ଘଟଣାର ପ୍ରତିବାଦରେ କଂଗ୍ରେସ ୧୫

ପରମାଣୁ ଅସ୍ତ୍ର ବୃଦ୍ଧି ପାଇଁ ହ୍ୟାକର୍ସଙ୍କ ସାହାରା ନେଉଛି ଉତ୍ତର କୋରିଆ

ନ୍ୟୁୟର୍କ: ଉତ୍ତର କୋରିଆ ନିଜର ପରମାଣୁ କାର୍ଯ୍ୟକ୍ରମକୁ ଜାରି ରଖିବା ଏବଂ ଶକ୍ତିଶାଳୀ ଦେଶ ତାଲିକାରେ ସାମିଲ ହେବାର ସ୍ବପ୍ନ ପୂରଣ କରିବା ଲାଗି ହ୍ୟାକର୍‌ମାନଙ୍କ ସାହାରା ନେଉଛି। ପରମାଣୁ କାର୍ଯ୍ୟକ୍ରମକୁ ଅର୍ଥ ଯୋଗାଇବା ଲାଗି ଏହି ଦେଶ ନିଜ ହ୍ୟାକର୍‌ମାନଙ୍କ ଜରିଆରେ ଗତବର୍ଷ ହଜାର

ଲିଙ୍ଗରାଜ ମନ୍ଦିରରୁ ଉଠିନି ବାଇ-ଲ

ପୁରୀ : କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି, ହେଲେ ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ-NMAର ପ୍ରସ୍ତାବିତ ଅଧିନିୟମ ଚିଠା ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ଆଜି ଏହା କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ

ଅଷ୍ଟ୍ରେଲିଆନ୍ ଓପନ୍‌ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଆରମ୍ଭ

ମେଲ୍‌ବୋର୍ଣ୍ଣ: ସୋମବାରଠାରୁ ଏଠାରେ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ଅଷ୍ଟ୍ରେଲିଆନ୍ ଓପନ୍‌ ଆରମ୍ଭ ହୋଇଛି। ପ୍ରଥମଦିନ ପୁରୁଷ ସିଙ୍ଗଲ୍‌ସରେ ଟପ୍ ସିଡ୍‌ ନୋଭାକ୍ ଜୋକୋଭିକ୍, ୩ୟ ସିଡ୍‌ ଡମିନିକ୍ ଥିଏମ୍, ୬ଷ୍ଠ ସିଡ୍ ଆଲେକ୍‌ଜାଣ୍ଡର ଥିଏମ୍ ଏବଂ ମହିଳା ସିଙ୍ଗଲ୍‌ସରେ

ଦେଶରେ କରୋନା ଆରୋଗ୍ୟ ହାର ୯୭.୨୫%କୁ ବୃଦ୍ଧି

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୧୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମଣ ୧ କୋଟି ୮ ଲକ୍ଷ ୪୭ ହଜାର ୩୦୪ରେ ପହଂଚିଛି। ସେହିପରି ୧୪ ହଜାର ୧୬ ଜଣ ସଂକ୍ରମିତ ସୁସ୍ଥ ହେବା ପରେ ମୋଟ କରୋନା ଜନିତ ଆରୋଗ୍ୟ ସଂଖ୍ୟା ୧ କୋଟି ୫

ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ। ସୂଚନା

ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ଦେହାନ୍ତ

ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା ରାଜ କପୁରଙ୍କ ପୁଅ ଅଭିନେତା-ନିର୍ଦ୍ଦେଶକ ରାଜୀବ କପୁରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଦିବଂଗତ ଅଭିନେତା ରୂଷି କାପୁରଙ୍କ ପତ୍ନୀ ନୀତୁ କାପୁର ପ୍ରଥମେ ଇନଷ୍ଟାଗ୍ରାମରେ ଏହି ଖବର ଦେଇଛନ୍ତି।

ହାତରୁ ଖସିଲା ଚେନ୍ନାଇ ଟେଷ୍ଟ, ୨୨୭ ରନରେ ହାରିଲା ଭାରତ

ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ଚେନ୍ନାଇରେ ଅନୁଷ୍ଠିତ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡ ଭାରତକୁ ୨୨୭ ରନରେ ପରାଜିତ କରିଛି। ଗତକାଲି ମ୍ୟାଚର ୪ର୍ଥ ଦିନରେ ୪୨୦ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ଆଜି ମାତ୍ର ୧୯୨ରନରେ ଭାରତର ସମସ୍ତ ଖେଳାଳି

ଉତ୍ତରାଖଣ୍ଡ ହିମସ୍ଖଳନ; ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି,୨୦୩ ନିଖୋଜ

ଡେରାଡୁନ: ଦେବଭୂମି ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗଁୁ ଅଳକାନନ୍ଦା ଓ ଧଉଳିଗଙ୍ଗାରେ ଦେଖାଯାଇଥିବା ଆକସ୍ମିକ ବନ୍ୟାରେ ମୃତ୍ୟୁସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ରାଜ୍ୟ ପୁଲିସ କହିବା ଅନୁଯାୟୀ ଏହି ଘଟଣାରେ ନିଖୋଜଙ୍କ ସଂଖ୍ୟା ୨୦୨ ହୋଇଥିବା ପ୍ରଶାସନ ଆକଳନ କରିଛି। ନିଖୋଜଙ୍କୁ ଉଦ୍ଧାର କରିବା

ଦିଲ୍ଲୀ ଲାଲକିଲ୍ଲା ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପ ସିଦ୍ଧୁ ଗିରଫ

ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଦୀପ ସିଦ୍ଧୁଙ୍କୁ ଗିରଫ କରିଛି। ଗତ ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି ଆଳରେ ଦିଲ୍ଲୀ ଲାଲକିଲ୍ଲାରେ ସଂଗଠିତ ହିଂସା ଘଟଣାରେ ସିଦ୍ଧୁ ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି। ପ୍ରାୟ ୧୫ ଦିନ ହେବ ଫେରାର ଥିବା ଦୀପ ସିଦ୍ଧୁକୁ ସ୍ୱତନ୍ତ୍ର ସେଲ୍ ଟିମ୍ ପଞ୍ଜାବର