ଆସନ୍ତାକାଲି ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସନ୍ଧ୍ୟାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିଶ୍ୱ ସ୍ଥାୟୀ ବିକାଶ ଶିଖର ସମ୍ମିଳନୀ ୨୦୨୧କୁ ଉଦ୍ଘାଟନ କରିବେ। ଏହି ସମ୍ମଳିନୀର ବିଷୟବସ୍ତୁ ରହିଛି, ଆମ ଭବିଷ୍ୟତର ପୁନଃନିର୍ଦ୍ଧାରଣ, ସମସ୍ତଙ୍କ ପାଇଁ ନିରାପଦ ଏବଂ ସୁରକ୍ଷିତ ପରିବେଶ। ଏଥିରେ!-->…