ଶୁଖିଲା ପଡ଼ିଲା ଓଡ଼ିଶାର ଜୀବନରେଖା
କଣ୍ଟିଲୋ: ମାଘ ମାସରେ ରାଜ୍ୟର ବଡନଦୀ କୁହାଯାଉଥିବା ଚିରସ୍ରୋତା ମହାନଦୀ ଶୁଖିଲା ପଡିଛି। ମହାନଦୀ ଉପରେ ନିର୍ଭର କରି ଆବହମାନକାଳରୁ କୁଟୁମ୍ବ ପୋଷି ଆସୁଥିବା ହଜାର ହଜାର କୈବର୍ତ୍ତ ପରିବାର ଏବେ ଭୋକ ଓପାସରେ ରହୁଥିବା ଦେଖିବାକୁ ମିଳୁଛି। ମହାନଦୀର ଦକ୍ଷିଣପାର୍ଶ୍ୱରେ ନୟାଗଡ ଜିଲା!-->…