ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ହେରିଟେଜ୍‌ ବିଧି ପ୍ରସ୍ତୁତ କଲେ କେନ୍ଦ୍ର ସରକାର

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ଡ୍ରାଫ୍ଟ ହେରିଟେଜ ବିଧି ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର। ଜାତୀୟ ମନୁମେଣ୍ଟସ୍‌ ଅଥରିଟି ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରସ୍ତାବିତ ହେରିଟେଜ ବାଇଲ ସମ୍ପର୍କରେ ଚଳିତମାସ ୧୮ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ପ୍ରସ୍ତାବ ଏବଂ…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ଆଉ ୨୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ନୂତନ…

ଟ୍ରେନ୍ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

ରାଉରକେଲା: ଟ୍ରେନ ଧକ୍କାରେ ଦୁଇ ମାଈ ହାତୀଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ମାମଲାରେ ରାଉରକେଲା ବନଖଣ୍ଡ ଅଧିକାରୀ ସଞ୍ଜୟ ସ୍ୱାଇଁ ବିଶ୍ରା ରେଞ୍ଜର ଫରେଷ୍ଟର ରାଧା ଗୋବିନ୍ଦ ବହିଦାର ଓ ବନରକ୍ଷୀ ମହାଦେବ ଭୋଇଙ୍କୁ ନିଲମ୍ବିତ କରିଛନ୍ତି।ସୂଚନାଯୋଗ୍ୟ, ଗତକାଲି ରାଉରକେଲା…

ରାଜଧାନୀରେ ଝୁଲନ୍ତା ଗଳିତ ମୃତଦେହ ଠାବ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ରବିବାର ଜଣେ ଯୁବକଙ୍କ ଝୁଲନ୍ତା ଗଳିତ ମୃତଦେହ ଠାବ ହୋଇଛି। ଘାଟିକିଆ ସ୍ଥିତ ସରକାରୀ ଇଞ୍ଜିନିୟରିଂ କଲେଜ ପଛ ଜଙ୍ଗଲରୁ ଉକ୍ତ ମୃତଦେହ ଠାବ କରାଯାଇଛି। ତେବେ ମୃତକ ଯୁବକଙ୍କର ପରିଚୟ ମିଳି ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

ଦେଶରେ ୨୪ ଘଣ୍ଟାରେ ୧୨ ହଜାର ୦୫୯ କରୋନା ଆକ୍ରାନ୍ତ ଚିହ୍ନଟ, ୭୮ ମୃତ

ନୂଆଦିଲ୍ଲୀ : ଭାରତରେ ଗତ ୨୪ ଘଣ୍ଟାରେ ୧୨,୦୫୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୮ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୪ ହଜାର ୯୯୬କୁ ବୃଦ୍ଧି ପାଇଛି। ଦେଶରେ ଏବେ ୧ ଲକ୍ଷ ୪୮ ହଜାର ୭୬୬ ଜଣ ସକ୍ରିୟ ରୋଗୀ ଥିବାବେଳେ ୧, ୦୫, ୨୨,୬୦୧…

ଯବାନଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

ମୁମ୍ବଇ: ମହାରାଷ୍ଟ୍ରର ପାଲଘରରେ ଦୁର୍ବୃତ୍ତମାନେ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଜଣେ ଯବାନଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ଜିଅନ୍ତା ଜାଳିଦେଇଥିବା ଜଣାପଡ଼ିଛି। ଉକ୍ତ ଯବାନ ଜଣେ ନୌସେନା ଅଧିକାରୀ। ତାଙ୍କ ନାଁ ସୁରଜ କୁମାର ବୋଲି ଜଣାପଡିଛି। ସୁରଜଙ୍କ ଘର ଝାଡଖଣ୍ଡ ରାଞ୍ଚିରେ। ସେ…

ଉତ୍ତରାଖଣ୍ଡରେ ପ୍ରକୃତିର କରାଳ ରୂପ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବରଫ ଅତଡା ଧସିଛି। ଏହି ଗ୍ଲେସିୟର ଜିଲ୍ଲାର ରେଣୀ ଗ୍ରାମ ନିକଟରେ ଭାଙ୍ଗିଛି। ଫଳରେ ଧୌଳି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବରଫ ଅତଡା ଖସିବା ଫଲରେ ନଦୀରେ ପାଣି ମାଡି ଆସିବା ଯୋଗୁଁ ୧୦୦ରୁ ଉର୍ଦ୍ଧ୍ବ ଜଣ ଭାସିଯାଇଥିବା…

୮ରେ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ…

ପତ୍ନୀକୁ ଜୀଅନ୍ତା ଜାଳିିଦେଲା ସ୍ୱାମୀ

କାମାକ୍ଷାନଗର: ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ଏଭଳି ହୃଦୟ ବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ ଘଟିଛି । ଗ୍ରାମର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡକୁ ପ୍ରଥମେ ମାଡ ମାରିଥିଲା । ଯାହା ପରେ ନିଜ…

ଦେଶବ୍ୟାପୀ ଚକାଜାମ ଶାନ୍ତିପୂର୍ଣ୍ଣ

ନୂୁଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ୍କୁ ବିରୋଧ କରି ଆଜି ଆନେ୍ଦାଳନ ଗତ ଚାଷୀ ସଂଗଠନ ଗୁଡିକର ୩ଘଂଟିଆ ଚକା ଜାମ୍ ଯୋଗୁଁ ରାଜଧାନୀ ଦିଲ୍ଲୀ ସହର ବ୍ୟତୀତ ଏନସିଆର ଏବଂ ଉତର ଭାରତର ବିଭିନ୍ନ ରାଜ୍ୟରେ ଯାନ ବାହାନ ଚଳାଚଳ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ତେବେ କୌଣସି…