ଦୁର୍ଦଶାରେ ମୁଣ୍ଡପୋତା କେଳା
ଗୋଡିପଡା: ଗଣ୍ଡେ ପଖାଳ ଭାତ ପାଇଁ ଗ୍ରୀଷ୍ମର ନିରାଟ ଝାଞ୍ଜିରେ ଗାଁ ଦାଣ୍ଡର ତତଲା ବାଲିରେ ମୁଣ୍ଡ ପୋତେ। ଖଜୁରି ପଟିର ଟୋପି ଉପରେ କୁକୁଡ଼ାର ରଙ୍ଗବେରଙ୍ଗର ପର, ହାତରେ ଚାଙ୍ଗୁବାଜା, ମୁହଁରେ ପାଉଡ଼ର ବଦଳରେ ପାଉଁଶ ଆଉ ବାଉଁଶ ବାଡ଼ିରେ ତିଆରି ଘୋଡ଼ା ଉପରେ ବସି ଅନକେ ତାମସା ଦେଖାନ୍ତି!-->…