ପୂଜାରାଙ୍କୁ ଶୀଘ୍ର ଆଉଟ୍ କରିବା ଆମ ପାଇଁ ବଡ଼ ଆହ୍ବାନ: ରୁଟ୍
ଚେନ୍ନଇ: ଚେତେଶ୍ବର ପୂଜାରା ଟେଷ୍ଟ କ୍ରିକେଟର ଜଣେ ପ୍ରତିଷ୍ଠିତ ଖେଳାଳି। ତାଙ୍କୁ ଆଉଟ୍ କରିବା ପ୍ରତିପକ୍ଷ ବୋଲରଙ୍କ ପାଇଁ ସବୁବେଳେ ଆହ୍ବାନ ହୋଇଥାଏ। ଚଳିତ ଟେଷ୍ଟ ସିରିଜ୍ରେ ପୂଜାରାଙ୍କୁ ଶୀଘ୍ର ଆଉଟ୍ କରିବା ଆମ ପାଇଁ ବଡ ଆହ୍ବାନ ବୋଲି ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ କହିଛନ୍ତି।!-->…