ସଂକଟରେ ଗ୍ରାମୀଣ ହସ୍ତତନ୍ତ ଶିଳ୍ପ, ଦାଦନ ମୁହାଁ ବୁଣାକାର
ସୋରଡ଼ା: ଭାରତୀୟ ବୟନ ଶିଳ୍ପର ଚାହିଦା ଏବେ ବି ରହିଛି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଅଞ୍ଚଳରେ ବୟନ ଶିଳ୍ପ ପାଇଁ ହଜାର ହଜାର ସଂଖ୍ୟାରେ ଲୋକେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ପାଟ, ବ୍ରହ୍ମପୁରର ରେଶମ ପାଟ ସାରା ପୃଥିବୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି!-->…