୮ ଥାକିଆ ହେବ ପାରାଦୀପ-ବଡ଼ବିଲ ରାସ୍ତା
ଭୁବନେଶ୍ୱର: ପାରାଦୀପ-ବଡ଼ବିଲ ୩୦୦ କିମି ବିଶିଷ୍ଟ ରାସ୍ତା ୮ ଥାକିଆ ହେବ । ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର, ରିମୁଳି ଓ ବଡରସାହି ଦେଇ ବଡବିଲରେ ଶେଷ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ!-->…