ସେସୁ ପରେ ସାଉଥକୋ ଓ ୱେସକୋ: ଏବେ ନେସ୍କୋ ବି ଟାଟା ପାୱାର ହାତରେ
ଭୁବନେଶ୍ୱର: ପ୍ରଥମେ ସେସୁ ପରେ ସାଉଥକୋ ଓ ୱେସକୋ କମ୍ପାନି । ଏବେ ନେସ୍କୋକୁ ବି ଟାଟା ପାବାର କମ୍ପାନି ହାତେଇଛି । ଗୋଟିଏ ପରେ ଗୋଟିଏ ୪ଟି ଯାକ ବିଦ୍ୟୁତ ବଂଟନ କମ୍ପାନିମାନଙ୍କୁ ଟାଟା କମ୍ପାନିକୁ ସରକାର ଓ ରାଜ୍ୟ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆର୍ସି) ଟେକି ଦେଇଛନ୍ତି । ନିଲାମ!-->…