ଫେବୃଆରୀ ୧୦ରୁ ପିଜି ଓ ୟୁଜି କ୍ଲାସ
ଭୁବନେଶ୍ଵର: ଫେବୃଆରୀ ୧୦ରୁ ଆରମ୍ଭ ହେବ ପିଜି କ୍ଲାସ ପାର୍ଟ-୧ କ୍ଲାସ। ପ୍ରି-ଫାଇନାଲ୍ ଇୟର କ୍ଲାସ ମଧ୍ୟ ଫେବୃଆରୀ ୧୦ରୁ ଆରମ୍ଭ ହେବ। ୧୦ରୁ କ୍ଲାସ ଆରମ୍ଭ ହେବାକୁ ଥିବାରୁ ୮ରୁ ଖୋଲିଯିବ ହଷ୍ଟେଲ୍। କୋଭିଡ୍ ଗାଇଡ୍ଲାଇନ୍ ମାନି କ୍ଲାସ ହେବ। ୟୁଜି ତୃତୀୟ ସେମିଷ୍ଟାର ଏବଂ ପଞ୍ଚମ!-->…