କଟକ ତୁଳସୀପୁରର ସନ୍ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ
କଟକ : କଟକ ତୁଳସୀପୁରର ଏକ ହସ୍ପିଟାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ତୁଳସୀପୁରର ସନ୍ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ସନ୍ ହସ୍ପିଟାଲରେ ୪ର୍ଥ ମହଲାରେ ଥିବା କ୍ୟାଣ୍ଟିନରେ ନିଆଁ ଲାଗିଥିବା ସୂଚନା ମିଳିଛି। ତେବେ ମୃତାହତ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ!-->…