ଚାଇନା ସହ ବିବାଦ ମଧ୍ୟରେ କେତେ ପ୍ରତିଶତ ବଢ଼ିଲା ପ୍ରତିରକ୍ଷା ବଜେଟ୍
ନୂଆଦିଲ୍ଲୀ: ପୂର୍ବ ଲଦଖାରେ ଚାଇନା ସହ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାର ପ୍ରତିରକ୍ଷାର କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଆଜି ବଜେଟ୍ରେ ପ୍ରତିରକ୍ଷା କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତ ବର୍ଷ ପ୍ରତିରକ୍ଷା ବଜେଟ୍ ୭.୪%!-->…