ଦେଶରେ ମୃତ୍ୟୁ ସଂଖ୍ୟା ୧୦୦ରେ ସୀମିତ ; ଆଉ ପଜିଟିଭ ୮,୬୩୫
ନୂଆଦିଲ୍ଲୀ : ଦୀର୍ଘ ୯ ମାସ ପରେ ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ୧୦୦ରେ ସୀମିତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ୯୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୫୪,୪୮୬ରେ ପହଞ୍ଚିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲଗାତାର ହ୍ରାସ ପାଇଛି। ୨୪!-->…