ଜାନୁଆରୀ ୨୬ ଲାଲକିଲ୍ଲା ଓ ଦିଲ୍ଲୀରେ ହିଂସାକାଣ୍ଡ ଘଟଣା : ପୁରସ୍କାର ଘୋଷଣା କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ :  ଜାନୁଆରୀ ୨୬ ତାରିଖ ଦିନ ଲାଲକିଲ୍ଲାଠାରେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ସହ ଜଡ଼ିତ ୮ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିଲେ ଏଥିପାଇଁ ପୁରସ୍କାର ପ୍ରଦାନ କରାଯିବା ବିଷୟ ଦିଲ୍ଲୀ ପୁଲିସ୍‍ ଘୋଷଣା କରିଛି। ଦୀପ୍‍ ସିଦ୍ଧୁ, ଯୁଗରାଜ ସିଂହ,…

ଚାଲିଗଲେ ସ୍ୱାମୀ ଓମ୍

ନୂଆଦିଲ୍ଲୀ: ବିବାଦୀୟ ବାବା ତଥା ବିଗବସ୍‌-୧୦ ପ୍ରତିଯୋଗୀ ସ୍ୱାମୀ ଓମ୍‌ଙ୍କ ପରଲୋକ। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଆଜି ଦିଲ୍ଲୀରେ ୬୩ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି। ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁଙ୍କ ପୁଅ ସୂଚନା ଦେଇଛନ୍ତି। ଗତ ତିନି ମାସ ତଳେ ସ୍ୱାମୀ ଓମ୍‌…

ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟାରେ ଆଉ ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୪୨, ସ୍ଥାନୀୟ ୨୯। ମୋଟ ପଜିଟିଭ ୩,୩୫,୨୮୨କୁ ବୃଦ୍ଧି ପାଇଛି। ୩,୩୨,୩୭୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୪୬ ସକ୍ରିୟ ଆକ୍ରାନ୍ତ…

ଭାରତୀୟ ବଂଶୋଦ୍ଭବ ଭବ୍ୟା ନାସାର କାର୍ଯ୍ୟକାରୀ ମୁଖ୍ୟ

ୱାଶିଂଟନ୍ : ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଜଣେ ଭାରତୀୟ ବଂଶୋଦ୍ଭବ ଭବ୍ୟା ଲାଲ୍‌ଙ୍କୁ ନିଯୁକ୍ତ କରାଯାଇଛି। ସୋମବାର ସେ ଏହି ଦାୟିତ୍ବ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଜୋ ବାଇଡେନଙ୍କ ଗୋଷ୍ଠୀରେ କାର୍ଯ୍ୟ କରିଆସିଥିବା ଭବ୍ୟା ବାଇଡେନ୍‌ଙ୍କ ଦ୍ୱାରା…

ମୌଳିକ ସୁବିଧାରୁ ବଞ୍ଚିତ ଶୁକ୍ରିଗୁଡା : ଚୁଆ ପାଣି ବଞ୍ଚାଇ ରଖିଛି ଜୀବନ

କୋରାପୁଟ : ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଏପରି ଗାଁ ରହିଛି ଯେଉଁଠି ପିଇବା ପାଣି ପାଇଁ ଦୈନିକ ସଂଘର୍ଷ କରିବାକୁ ପଡୁଛି। ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳଗୁଡିକରେ ଲୋକେ ଝରଣା ଉତ୍ସ ଉପରେ ନିର୍ଭର କରୁଛନ୍ତି। କେଉଁଠି କେଉଁଠି ଚୁଆ ପାଣି ଲୋକଙ୍କ ଜୀବନ ବଞ୍ଚାଇ ରଖିଛି। ଏପରି ଚିତ୍ର…

ଜାତୀୟ ଚେତନା ଓ ସାମାଜିକ ମୂଲ୍ୟବୋଧ

ଗତ ଜାନୁଆରୀ ୨୮ ତାରିଖ ପଞ୍ଜାବ କେଶରୀ ଲାଲାଜୀଙ୍କ ଜନ୍ମଦିନ ଥିଲା। ସେହି ଅବସରରେ ‘ସମାଜ’ ଗୋପବନ୍ଧୁ ଭବନଠାରେ ଅନୁଷ୍ଠିତ ସଭାରେ ମୋର ବକ୍ତବ୍ୟର କିଛିକଥା ଏଠି ପ୍ରକାଶ କରିବା ଏକ ସାମାଜିକ ଦାୟିତ୍ୱ ବୋଲି ମନେକରୁଛି। ଲାଲାଜୀଙ୍କ ଜନ୍ମଦିନ ହେଉଛି ମାନବିକ ମୂଲ୍ୟବୋଧ ସମୀକ୍ଷାର ଦିନ।…

ପ୍ରକାଶ ପାଇଲା ସିବିଏସ୍‌ଇ ପରୀକ୍ଷା ସୂଚୀ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ବାରା ପରିଚାଳିତ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ମଙ୍ଗଳବାର ପ୍ରକାଶ ପାଇଛି। ଉଭୟ ଶ୍ରେଣୀର ପରୀକ୍ଷା ମେ’ ୪ ରୁ ଆରମ୍ଭ ହୋଇ ଜୁନ୍ ୧୦ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ସୂଚୀ ଘୋଷଣା ସଂକ୍ରାନ୍ତରେ…

ମଣ୍ଡିରେ ପଡ଼ି ୬୦ ହଜାର ବସ୍ତା ଧାନ ନଷ୍ଟ

କୁଚିଣ୍ଡା : ଅଦିନିଆ ବର୍ଷା ଚାଷୀ ପାଇଁ କାଳ ହେଲା। କାରଣ ଭିଜି ଯାଇଥିବା ଧାନରୁ ଅଧେ ପଚିଯାଇଛି, ବାକି ଅଧକ ଗଜା ଧରିଲାଣି। ଏହିପରି ଭାବରେ ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡର ପ୍ରାୟ ୬୦ ହଜାର ବସ୍ତା ଧାନ ଅଦିନିଆ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।କୁଚିଣ୍ଡା,ଜମନକିରା ଓ ବାମରା ବ୍ଲକର…

ରାଜ୍ୟରେ ପୁଣି କରୋନା ଟିକାକରଣ : ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ପୁଣି ଟିକାକରଣ ଚାଲିବ। ପଲସ୍ ପୋଲିଓ ଅଭିଯାନ ପାଇଁ ରାଜ୍ୟରେ ଗତ ୩ ଦିନ ଧରି ରାଜ୍ୟରେ କୋଭିଡ ଟିକାକରଣ ବନ୍ଦ ଥିଲା। ଆଜି ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ। ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ…

ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’-୨୦୨୧

ବେଙ୍ଗାଲୁରୁ : ବେଙ୍ଗାଲୁରୁର ୟେଲାହାଙ୍କା ବିମାନଘାଟି ଠାରେ ବୁଧବାରଠାରୁ ୩ ଦିନିଆ ‘ଏରୋ ଇଣ୍ଡିଆ’ ପ୍ରଦର୍ଶନୀ, ଆରମ୍ଭ ହୋଇଛଛି। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଏହା ହେଉଛି ଏସିଆର ସର୍ବ ବୃହତ ଏରୋ ସୋ।ଏହା ହେଉଛି ବିଶ୍ବର ପ୍ରଥମ ହାଇବ୍ରିଡ୍ (ମିଶ୍ରିତ)…