ଦେଶବ୍ୟାପୀ ୪୪ ଲକ୍ଷ ୪୯ ହଜାର ୫୫୨ ଜଣଙ୍କୁ ଟିକାକରଣ
ଦେଶବ୍ୟାପୀ ଚାଲିଥିବା କୋଭିଡ଼- ୧୯ ଟିକାକରଣ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଟିକାକରଣ ସଂଖ୍ୟା ୪୪ ଲକ୍ଷ ୪୯ ହଜାର ୫୫୨ ରହିଛି। ୭୬ ହଜାର ୫୭୬ଟି ସେସନରେ ଏହି ଟୀକା ପ୍ରଦାନ କରାଯାଇଛି। ଆଜି ସୁଦ୍ଧା ଆଣ୍ଡାମାନ ନିକବରରେ ୨୭୨୭ ଜଣଙ୍କୁ କୋଭିଡ!-->…