ମଦ ପାଇଁ ବାପାର ଜୀବନ ନେଲା ପୁଅ ପ୍ରମୁଖ ଖବର By Nyayabati Live Last updated Feb 8, 2021 334 0 ବାଲେଶ୍ୱର : ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଗଡଜାମକୁଣ୍ଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ସୋମବାର ଖବର ମିଳିଛି। ବାପା ପୁଅକୁ ମଦ ପିଇବାକୁ ବିରୋଧ କରିବାରୁ ପୁଅ ମାଡରେ ବାପାର ମୃତ୍ୟୁ ହୋଇଛି। ମୃତକ ହେଲେ ଅନନ୍ତ ଜେନା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 0 334 Share