୨ୟ ଟେଷ୍ଟ ଜିତି ପ୍ରତିଶୋଧ ଲକ୍ଷ୍ୟରେ ବିରାଟ ସେନା
ଚେନ୍ନଇ : ପ୍ରଥମ ଟେଷ୍ଟମ୍ୟାଚ୍ରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୨୨୭ ରନ୍ ବ୍ୟବଧାନରେ ଭାରତକୁ ପରାସ୍ତ କରିଛି। ଅର୍ଦ୍ଧାଧିକ ପ୍ରମୁଖ ଖେଳାଳିଙ୍କ ବିନା ଅଷ୍ଟ୍ରେଲିଆ ମାଟିରେ ଘରୋଇ ଦଳକୁ ଟେଷ୍ଟ ସିରିଜ୍ ହରାଇଥିବା ଭାରତ ପ୍ରମୁଖ ଖେଳାଳିଙ୍କୁ ଫେରିପାଇବା ପରେ ମଧ୍ୟ ପରାସ୍ତହେବା ଅପ୍ରତ୍ୟାଶିତ!-->…