ଓଡ଼ିଶାରେ ଗାନ୍ଧୀ ମନ୍ଦିର
ଭତରା: ରାଜ୍ୟର ସମ୍ବଲପୁର ଅନ୍ତର୍ଗତ ଭତରାଠାରେ ଥିବା ଗାନ୍ଧୀ ମନ୍ଦିର ସାରା ଦେଶରେ ସ୍ବତନ୍ତ୍ର ପରିଚୟ ହାସଲ କରିପାରିଛି। ମହାତ୍ମା ଗାନ୍ଧୀଙ୍କୁ ଏଠାରେ ଦେବତା ଭାବେ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଗାନ୍ଧିଜୟନ୍ତୀ ଅବସରରେ ଏକପ୍ରକାର ମହୋତ୍ସବର ପରିବେଶ ସୃଷ୍ଟି ହୋଇଥାଏ।
!-->!-->!-->…