ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଗଲେ ୭ ପର୍ଯ୍ୟଟକ; ୬ ଉଦ୍ଧାର, ଜଣେ ନିିଖୋଜ

ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭାସିଯାଇଥିବା ୭ ପର୍ଯ୍ୟଟକଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣା ପଡ଼ିଛି। ତେବେ ଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତି ଜଣଙ୍କ ନାଁ ଦୀପକ କୁମାର। ତାଙ୍କୁ ଖୋଜିବାକୁ ଉଦ୍ଧାର କାର୍ଯ୍ୟ

ଟାଟା ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ନେଇ ଅନିଶ୍ଚିତତା

ଗୋପାଳପୁର: ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଠାରେ ଟାଟା କମ୍ପାନୀ ପକ୍ଷରୁ ନିର୍ମିତ ହୋଇଥିବା ଟାଟା-ମେଡିକୋ ସୁପରସ୍ପେସିଆଲିଷ୍ଟ ହସ୍ପିଟାଲ ଆସନ୍ତା ଏପ୍ରିଲ ମାସ ସୁଦ୍ଧା କାର୍ଯ୍ୟକ୍ଷମ ହେବା ଉଜ୍ଜବୀତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାର ଲୋକମାନେ ଉଚ୍ଚ ମାନର ଡାକ୍ତରୀ ସୁବିଧା ପାଇ

ଦୁର୍ନୀତି ଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଜାରି

ଭୁବନେଶ୍ବର:  ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଉପରେ ଜୋର ଦେଇଆସିଛନ୍ତି। ସାଧାରଣ ଜୀବନରେ ସାଧୁତା ଓ

ଧାନ କ୍ରୟ ଅବ୍ୟବସ୍ଥା ବିରୋଧରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ବିଜେପିର ଧାରଣା

ଟିଟିଲାଗଡ : ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଧାନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡିରହିଥିବା ବେଳେ କ୍ରୟ କରାଯାଇନାହିଁ। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ବରିଷ୍ଠ ବିଜେପି ନେତା ଅଶୋକ

ଚାଉଳିଆଗଞ୍ଜ ବନ୍ଦ ଡାକରା : ରାସ୍ତାରୋକ ଯୋଗୁଁ ଅଟକି ରହିଛି ଶହ ଶହ ଗାଡି

କଟକ : ଓଏମ୍‍ପି ଛକ ସ୍ଥିତ ଷଷ୍ଠ ବାଟାଲିୟନ ଦ୍ୱିତୀୟ କ୍ୟାମ୍ପସ ଜମିରେ ବସ୍ତି ଗୃହ ନିର୍ମାଣକୁ ନେଇ ବୃଦ୍ଧି ପାଉଥିବା ବିରୋଧାଭାଷ ଶୁକ୍ରବାର ଉଗ୍ର ରୂପ ଧାରଣ କରିଛି। ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯିବା ସହ ଆଜି

ଦେଶରେ ଅଧିକ ମାନବସମ୍ବଳ ପାଇଁ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍‍ ସ୍ଲିଲିଂ ଇକୋସିଷ୍ଟମକୁ ସୁଦୃଢ଼ କରି ଅଧିକରୁ ଅଧିକ ମାନବସମ୍ବଳ ସୃଷ୍ଟି କରିବା ଉପରେ ପ୍ରଧାନ୍ୟ ଦେଉଛନ୍ତି ବୋଲି ଗୁରୁବାର

ନିଆଁ ଲାଗି ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ରାଜନଗର ବ୍ଲକ ଓକିଳପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଖବର ମିଳିଛି। ଧାନଖଳାରେ ନିଆଁ ଲାଗି ପୋଡି ହୋଇ ୩ ବର୍ଷର ଝିଅ ଜୀବନ୍ତ ଦଗ୍ଧ ହୋଇଛି। ଏହାସହ ବାପା, ମାଆ ଓ ୧୨ ବର୍ଷର ଝିଅ ଗୁରୁତର ଅବସ୍ଥାରେ କଟକ ସ୍ଥାନନ୍ତର

ପୂର୍ବତନ ଆରଆଇଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଆରଆଇଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରାଯାଇଛି। ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ମୋଟ ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ପେଣ୍ଠକଟାରେ ଗୋଟିଏ ଘରେ ଓ ଗୁଣ୍ଡିଚା ମନ୍ଦିର ସମ୍ମୁଖ ୨ଟି ଘରେ , କେନ୍ଦ୍ରାପଡା ପୈତୃକ ଘର,

ବାଙ୍କୀରେ ପାଣି ପାଇଁ ମହିଳାଙ୍କ ରାସ୍ତାରୋକ

ବାଙ୍କୀ : ବାଙ୍କୀ-ଡମପଡା ବ୍ଲକ ଅଧିନ ଦୁର୍ଗାପୁର ପଞ୍ଚାୟତର ଭେଡା ରାମଚନ୍ଦ୍ରପୁର ଗ୍ରାମ ଦୀର୍ଘ ଦିନ ହେବ ପାନୀୟ ଜଳ ସଂକଟରେ। ଗ୍ରାମରେ ବସିଥିବା ଗୋଟିଏ ମାତ୍ର ବୋରିଂ ମେସିନ ୬ ଠାରୁ ୧୫ ନମ୍ବର ଓାର୍ଡବାସୀଙ୍କୁ ପାନୀୟ ଜଳ ଯୋଗାଣ କରିବାରେ ସକ୍ଷମ ହେଉନାହିଁ। ଗ୍ରାମରେ ଥିବା ନଳକୂଅ ଗୁଡିକ

୧୪ ଦିନରେ ଟିକାଦାନ ଅଭିଯାନ

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଦେଶବ୍ୟାପୀ ଚାଲିଥିବା ଟିକାରଣ ଅଭିଯାନ ଶୁକ୍ରବାର ୧୪ ଦିନରେ ପହଞ୍ଚିଛି । ସାରା ଦେଶରେ ସୁରୁଖୁରୁରେ ଟିକାଦାନ ଜାରି ରହିଛି। ତେବେ ଗୁରୁବାର ସନ୍ଧ୍ୟା ୭ଟା ସୁଦ୍ଧା ଟିକାକରଣ କରାଯାଇଥିବା ମୋଟ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସଂଖ୍ୟା ୨୮ ଲକ୍ଷ