ଚାଉଳିଆଗଞ୍ଜ ବନ୍ଦ ଡାକରା : ରାସ୍ତାରୋକ ଯୋଗୁଁ ଅଟକି ରହିଛି ଶହ ଶହ ଗାଡି
କଟକ : ଓଏମ୍ପି ଛକ ସ୍ଥିତ ଷଷ୍ଠ ବାଟାଲିୟନ ଦ୍ୱିତୀୟ କ୍ୟାମ୍ପସ ଜମିରେ ବସ୍ତି ଗୃହ ନିର୍ମାଣକୁ ନେଇ ବୃଦ୍ଧି ପାଉଥିବା ବିରୋଧାଭାଷ ଶୁକ୍ରବାର ଉଗ୍ର ରୂପ ଧାରଣ କରିଛି। ଚାଉଳିଆଗଞ୍ଜ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଚାଉଳିଆଗଞ୍ଜ ବନ୍ଦ ଡାକରା ଦିଆଯିବା ସହ ଆଜି!-->…