୮ ଦିନରେ ମିଳିଲେ ୮୯୪ ନିଖୋଜ ଶିଶୁ

ଭୁବନେଶ୍ବର: ଓଡ଼ିଶାରେ ନିଖୋଜ ପିଲାଙ୍କୁ ଉଦ୍ଧାର ଓ ଖୋଜିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଏହି ସ୍ବତନ୍ତ୍ର ଅଭିଯାନ ଜାନୁଆରୀ ୧୮ରୁ ୨୫ ପର୍ଯ୍ୟନ୍ତ ଚାଲିଥିଲା। ସାରା ରାଜ୍ୟରେ ଏହି ସ୍ବତନ୍ତ୍ର ଅଭିଯାନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୯୪ଜଣ ବାଳକ…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ବୁଧବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଯନ୍ତ୍ରୀଙ୍କ ଖଣ୍ଡଗିରି…

ସାମାନ୍ୟ ବଚସା ରୁ ଗଣ୍ଡଗୋଳ, ଜଣେ ମୃତ

ନବରଙ୍ଗପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ଜଣେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଥବିର ଯାନୀ।  ମୃତକ ଙ୍କ ବାପା ଘାସି ଯାନୀଙ୍କ  କହିବା ଅନୁସାରେ…

ସୈନିକ ସ୍କୁଲରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ସୈନିକ ସ୍କୁଲ ଭୁବନେଶ୍ୱରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଠାରେ ସୈନିକ ସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପେଟନ୍ ଏସ୍.ଡ଼ୋମିନିକ ରାୟନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସହିଦମାନଙ୍କ ସ୍ମୃତିରେ ସୈନିକ ସ୍କୁଲ ପରିସରରେ ଥିବା ସହିଦ ସ୍ତମ୍ବରେ ଅଧ୍ୟକ୍ଷ…

ସୌରଭ ଗାଙ୍ଗୁଲି ପୁଣି ହସ୍‌ପିଟାଲ୍‌ରେ ଭର୍ତ୍ତି

କଲକାତା: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ପୁଣିଥରେ ଛାତିରେ ଅଚାନକ ଯନ୍ତ୍ରଣା ଅନୁଭବ କରିବାରୁ ସୌରଭ ଗାଙ୍ଗୁଲିଙ୍କୁ କଲକାତା ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କୁ ଚିକିତ୍ସା ପାଇଁ…

ସେନାର ରୋଡ୍‌ ଓପନିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ୪ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲାର ସମସ୍ତିପୋରା ଅଞ୍ଚଳରେ ସେନାର ରୋଡ୍‌ ଓପନିଂ ପାର୍ଟିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା…

ଦିଲ୍ଲୀ ହିଂସାର ଛାତିଥରା ଦୃଶ୍ୟ; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହିଂସା ଘଟିଥିଲା। କୃଷକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରି କି ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମୁତୟନ ପୁଲିସ…

ବାଙ୍କୀରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତ୍ୟୁ, ବାର୍ଡ ଫ୍ଲୁ ଆଶଙ୍କା

ବାଙ୍କୀ: ଶୀତଦିନେ ଓଡ଼ିଶାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ। ଚିଲିକା, ଅଂଶୁପା ସମେତ ବିଭିନ୍ନ ହ୍ରଦରେ ଏମାନଙ୍କ କଳରବ ପରିବେଶକୁ ବେଶ୍‌ ମୁଖରିତ କରେ। କିନ୍ତୁ ଏବେ ଏମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥିବା ଆଶଙ୍କା ଉପୁଜିଛି। ବାଙ୍କୀ ଅଞ୍ଚଳରେ ଏକାଧିକ ବିଦେଶାଗତ ପକ୍ଷୀଙ୍କ ମୃତଦେହ…

ବିହାରରେ ବିଜେପି ମୁଖପାତ୍ରଙ୍କୁ ଗୁଳିମାଡ

ପାଟନା: ବିହାରର ମୁଙ୍ଗେର ଅଂଚଳରେ ଜଣେ ବିଜେପ ନେତାଙ୍କୁ ଗୁଳିମାଡ ହୋଇଛି । ବୁଧବାର ମୁଙ୍ଗେରସ୍ଥିତ ଇଭନିଂ କଲେଜ ନିକଟରେ ଦୁର୍ବୁତମାନେ ବିଜେପି ମୁଖପାତ୍ର ଡଃ. ଅଜଫର ଶମସୀଙ୍କୁ ଗୁଳିମାଡ କରିଛନ୍ତି । ଅଜରଙ୍କ ଜଘଂରେ ଗୁଳି ବାଜିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସଦର ହସ୍ପିଟାଲରେ…

ଆରମ୍ଭ ହେଲା ଆଦିବାସୀ ମେଳା

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ଭୁବନେଶ୍ୱରର ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୨୧ ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆଦିବାସୀ ମେଳା-୨୦୨୧’ ଭର୍ଚୁଆଲ୍‌ ମୋଡ୍‌ରେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାର ଓଡ଼ିଶାରେ ଜନଜାତିଙ୍କ କଲ୍ୟାଣ…