ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ-ନତାଶା

ମୁମ୍ବଇ : ବଲିଉଡର ଅଭିନେତା ବରୁଣ ଧୱନ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନତାଶା ଦାଲାଲଙ୍କ ସହ ବିବାହ ବାନ୍ଧି ବନ୍ଧନରେ ହୋଇଛନ୍ତି। ଜାନୁଆରୀ ୨୪ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବରୁଣ ଏବଂ ନତାଶା ବିବାହ କରିଛନ୍ତି। ବିବାହ ସମୟର ଫଟୋକୁ ବରୁଣ ନିଜେ ଶେୟାର କରିଛନ୍ତି।ନିଜ…

ବିମାନ ଦୁର୍ଘଟଣାରେ ବ୍ରାଜିଲର ୪ ଫୁଟବଲର ମୃତ

ରିଓ ଡି ଜେନେରୋ: ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ବ୍ରାଜିଲର ଏକ ଫୁଟବଲ କ୍ଲବର ୪ ଜଣ ଖେଳାଳି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କ୍ଲବର ଚାରିଜଣ ଖେଳାଳି କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଅଲଗା ନିଆଯାଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଯେଉଁ ବିମାନରେ ଏହି ଚାରି…

ଓଡ଼ିଶାରୁ ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ୱର : ଘୋଷଣା ହେଲା ପୁଲିସ ପଦକ। ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଘୋଷଣା ହୋଇଛି । ବିଭିନ୍ନ ବର୍ଗରୁ ଚଳିତବର୍ଷ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମିଳିବ ମେଡାଲ । ସେଥିମଧ୍ୟରୁ ଓଡ଼ିଶାର ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ।…

ରାଜ୍ୟରେ ୧୪୩୨ ଗାଁ ବାଲ୍ୟବିବାହ ମୁକ୍ତ

ଭୁବନେଶ୍ବର : ବାଲ୍ୟବିବାହ ପରି କୁତ୍ସିତ ପ୍ରଥା ସମାଜରୁ ସମ୍ପୂର୍ଣ୍ଣ ହଟି ନାହିଁ। ତଥାପି ଏ ଦିଗରେ ସରକାରୀ ସ୍ତରରେ ସଚେତନତା ଅଭିଯାନ ଜାରି ରହିଛି। ୨୦୨୧ ଜାନୁଆରୀ ସୁଦ୍ଧା ରାଜ୍ୟରେ ୧୪୩୨ଟି ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା ହୋଇଛି। ଦାରିଦ୍ର୍ୟ ଓ ଅଶିକ୍ଷା ଯୋଗୁଁ ମାଲକାନଗିରି,…

ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

ନୂଆଦିଲ୍ଲୀ: ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି। ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭଂ ଲାଇସେନ୍ସ ଆବେଦନ…

ସୀମାରେ ପୁଣି ସଂଘର୍ଷ, ୨୦ ଚାଇନା ସେନା ଆହତ

ନୂଆଦିଲ୍ଲୀ: ପୁଣି ସୀମାରେ ଭାରତ ଓ ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ସିକିମର ନାକୁ ଲାରେ ଉଭୟ ଦେଶର ସେନା ହାତାହାତି ହୋଇଛନ୍ତି। ଏହି ଘଟଣା ତିନିଦିନ ଦଳର ବୋଲି କୁହାଯାଉଛି। ସିକିମର ନାକୁ ଲାରେ ଚାଇନା ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏହି…

ଥାନା ଚକାଚକ୍‌, ଫାଣ୍ଡିକୁ ଉପେକ୍ଷା

ଭୁବନେଶ୍ୱର : କମିସନରେଟ ପୁଲିସ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୧୨ବର୍ଷ ଅତିକ୍ରାନ୍ତ େହାଇଛି। ଏହି ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ମଧ୍ୟ େହାଇଛି। ୧୨ବର୍ଷ ଭିତରେ ପୁଲିସକୁ ଅନେକ ସଫଳତା ମଧ୍ୟ ମିଳିଛି, ଏହାସହିତ ଦାୟିତ୍ବ ମଧ୍ୟ ବଢ଼ିଛି। ନୂଆ ନୂଆ ଯୋଜନା ଆରମ୍ଭ କରାଯିବା ସହ ଲୋକଙ୍କ…

ଧାନ ଡ଼ୋଲି ତଳେ ଚାପି ହୋଇ ସ୍ତ୍ରୀ ମୃତ ; ସ୍ୱାମୀ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଅନ୍ତର୍ଗତ ବାହିଆବାରଦଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଥିବା ଜଣାପଡ଼ିଛି। ଧାନ ଡ଼ୋଲି ତଳେ ଚାପି ହୋଇ ଦମ୍ପତିଙ୍କ ମଧ୍ୟରୁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ରାତିରେ ଧାନ ଡୋଲି ତଳେ ଶୋଇଥିବା ବେଳେ…

ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାତି ୭ଟାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ : ୭୨ତମ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବେ। ଆଜି ରାତି ୭ଟାରୁ ତାଙ୍କର ଏହି ସମ୍ବୋଧନ ଆକାଶବାଣୀର ସମସ୍ତ ଚାନେଲ୍‍ ସମେତ ଦୂରଦର୍ଶନରେ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀ ଭାଷାରେ ପ୍ରସାରଣ…

ସାଧାରଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସେନାବାହିନୀର ୧୨୨ ଜଣ କଣ୍ଟିନଜେଣ୍ଟ୍‍

ନୂଆଦିଲ୍ଲୀ : ଚଳିତବର୍ଷ ପ୍ରଥମଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସେନାବାହିନୀର ୧୨୨ ଜଣ କଣ୍ଟିନଜେଣ୍ଟ୍‍ ଭାଗ ନେଉଛନ୍ତି। କମାଣ୍ଡର ଲେଫ୍ଟନାଣ୍ଟ କଲୋନେଲ୍‍ ଆବୁ ମହମ୍ମଦ ସାହାନୁର ସାୱନଙ୍କ ନେତୃତ୍ୱରେ ଏହି ଦଳରେ ବାଂଲାଦେଶର ତିନି ସେନାବାହିନୀର ସୈନିକମାନେ…