ଜଳସମ୍ପଦ କାର୍ଯ୍ୟାଳୟରେ ଜନରାଜ୍ୟ ଦିବସ ପାଳିତ

ଜଗସିଂହପୁର: ବଲିକୁଦା ଜଳସମ୍ପଦ କାର୍ଯ୍ୟାଳୟଠାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିପ୍ଳବ କୁମାର ସାହୁଙ୍କ ଦ୍ୱାରା ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏଥିରେ ସ୍ୱତନ୍ତ୍ର ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଉପକୁଳ ବଞ୍ଚାଅ ଆନେ୍ଦାଳନର ରାଜ୍ୟ ସଭାପତି ବୀରବର ଦଳାଇ ଯୋଗ ଦେଇ

ଆସନ୍ତାକାଲିଠାରୁ ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଧମକ

ଭୁବନେଶ୍ବର: ଆସନ୍ତାକାଲିଠାରୁ କଟକ ଏସ୍‌ସିବି ହାଉସ୍‌ ସର୍ଜନ୍‌ଙ୍କ କାର୍ଯ୍ୟବନ୍ଦ ଧମକ। ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆସନ୍ତାକାଲିଠାରୁ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଏସ୍‌ସିବି ହାଉସ୍‌ ସର୍ଜନ୍‌ ଧମକ ଦେଇଛନ୍ତି। ତେବେ ଜରୁରୀ ସେବା ଓ କୋଭିଡ୍‌ ଡ୍ୟୁଟି ବନ୍ଦ ନ କରିବାକୁ ନିଷ୍ପତ୍ତି

ଆର୍‌ଡି ଛାତ୍ରୀଙ୍କୁ ହତ୍ୟାକରି ଫିଙ୍ଗିଦେଲେ ଦୁଇ ଯୁବକ!

ଯାଜପୁର/କରଞ୍ଜିଆ : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ହତ୍ୟାକରି ଯାଜପୁର ଜିଲ୍ଲାରେ ଫିଙ୍ଗିଦେଲେ ଦୁଇ ଯୁବକ। ଆଜି ଏପରି ଅଭିଯୋଗ ଯାଜପୁର ଜିଲ୍ଲାରୁ ଆସିଛି। ଯାହା ସିସିଟିଭିରେ କଏଦ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ

୮ ଦିନରେ ମିଳିଲେ ୮୯୪ ନିଖୋଜ ଶିଶୁ

ଭୁବନେଶ୍ବର: ଓଡ଼ିଶାରେ ନିଖୋଜ ପିଲାଙ୍କୁ ଉଦ୍ଧାର ଓ ଖୋଜିବା ପାଇଁ ପୁଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା। ଏହି ସ୍ବତନ୍ତ୍ର ଅଭିଯାନ ଜାନୁଆରୀ ୧୮ରୁ ୨୫ ପର୍ଯ୍ୟନ୍ତ ଚାଲିଥିଲା। ସାରା ରାଜ୍ୟରେ ଏହି ସ୍ବତନ୍ତ୍ର ଅଭିଯାନରେ ୮୯୪ ପିଲାଙ୍କୁ ଉଦ୍ଧାର କରାଯାଇଛି, ଯେଉଁଥିରେ ୯୪ଜଣ ବାଳକ

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ବ୍ଲକର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଥିବା ବୁଧବାର ଖବର ମିଳିଛି। କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରହିଛି। ଯନ୍ତ୍ରୀଙ୍କ ଖଣ୍ଡଗିରି

ସାମାନ୍ୟ ବଚସା ରୁ ଗଣ୍ଡଗୋଳ, ଜଣେ ମୃତ

ନବରଙ୍ଗପୁର : ସାମାନ୍ୟ ବଚସାକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ପରେ ଜଣେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ନରସିଂହ ଗୁଡା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ଥବିର ଯାନୀ।  ମୃତକ ଙ୍କ ବାପା ଘାସି ଯାନୀଙ୍କ  କହିବା ଅନୁସାରେ

ସୈନିକ ସ୍କୁଲରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ବର: ସୈନିକ ସ୍କୁଲ ଭୁବନେଶ୍ୱରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଠାରେ ସୈନିକ ସ୍କୁଲ ଅଧ୍ୟକ୍ଷ ଗ୍ରୁପ୍ କ୍ୟାପେଟନ୍ ଏସ୍.ଡ଼ୋମିନିକ ରାୟନ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସହିଦମାନଙ୍କ ସ୍ମୃତିରେ ସୈନିକ ସ୍କୁଲ ପରିସରରେ ଥିବା ସହିଦ ସ୍ତମ୍ବରେ ଅଧ୍ୟକ୍ଷ

ସୌରଭ ଗାଙ୍ଗୁଲି ପୁଣି ହସ୍‌ପିଟାଲ୍‌ରେ ଭର୍ତ୍ତି

କଲକାତା: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ପୁଣି ଅସୁସ୍ଥ ହୋଇପଡ଼ିଛନ୍ତି। ପୁଣିଥରେ ଛାତିରେ ଅଚାନକ ଯନ୍ତ୍ରଣା ଅନୁଭବ କରିବାରୁ ସୌରଭ ଗାଙ୍ଗୁଲିଙ୍କୁ କଲକାତା ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କୁ ଚିକିତ୍ସା ପାଇଁ

ସେନାର ରୋଡ୍‌ ଓପନିଂ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ୪ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରରେ ବୁଧବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଦକ୍ଷିଣ କାଶ୍ମୀର ଅନ୍ତର୍ଗତ କୁଲଗାମ ଜିଲାର ସମସ୍ତିପୋରା ଅଞ୍ଚଳରେ ସେନାର ରୋଡ୍‌ ଓପନିଂ ପାର୍ଟିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏହି ଆକ୍ରମଣ କରିଛନ୍ତି। ଏଥିରେ ୪ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା

ଦିଲ୍ଲୀ ହିଂସାର ଛାତିଥରା ଦୃଶ୍ୟ; ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଗତ ମଙ୍ଗଳବାର ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଟ୍ରାକ୍ଟର ରାଲି ବେଳେ ହିଂସା ଘଟିଥିଲା। କୃଷକମାନେ ପୁଲିସ ଉପରକୁ ପଥର ଫିଙ୍ଗିବା ସହିତ ମରଣାନ୍ତକ ଆକ୍ରମଣ କରିଥିଲେ। ଏପରି କି ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ମୁତୟନ ପୁଲିସ