କଟକରେ ନିରଞ୍ଜନ, ପୁରୀରେ ବିକ୍ରମ ଗ୍ରହଣ କରିବେ ପରେଡ ଅଭିବାଦନ

ଭୁବନେଶ୍ୱର: ୨୬ ତାରିଖରେ ୭୨ତମ ସାଧାରଣତନ୍ତ୍ର ଦିବସ । କେଉଁ ଜିଲାରେ କେଉଁ ମନ୍ତ୍ରୀ ପତାକା ଉତୋଳନ କରିବେ ସେନେଇ ଗୃହ ବିଭାଗ ପକ୍ଷରୁ ମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁୁ ଅବଗତ କରାଯାଇଛି । ଏ ସଂକ୍ରାନ୍ତରେ ଗୃହବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ସଞ୍ଜ୍ୀବ ଚୋପ୍ରା ରାଜ୍ୟ ପୋଲିସ

ଦେଶରେ ୧୬ଲକ୍ଷ ଲୋକ ନେଲେଣି କରୋନା ଟିକା

ନୂଆଦିଲ୍ଲୀ: ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିଲା ଟିକାକରଣ ଅଭିଯାନରେ ମାତ୍ର ୬ ଦିନରେ ଏକ ମିଲିୟନ୍ରୁ ଉଦ୍ଧ୍ୱର୍ ଲୋକଙ୍କୁ କୋଭିଡ୍ ଟିକା ନେଇଥିବା ବେଳେ ବର୍ତମାନ ସୁଦ୍ଧା ଟିକାନେଇଥିବା ହିତାଧିକାରୀଙ୍କ ସଂଖ୍ୟା ୧୬ଲକ୍ଷରେ ପହଞ୍ଚିଛି ବୋଲି

ବଡଦାଣ୍ଡରୁ ହଟିଲା ବ୍ୟାରିକେଡ୍

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ କରାଯାଇଥିବା ଦିର୍ଘ ବ୍ୟାରିକେଡକୁ ଆଜି ପ୍ରଶାସନ ଉଠାଇ ଦେଇଛି । ପୁରୀ ଏସ୍ପି କନୱର ବିଶାଲ ସିଂହ ଏହି ସୂଚନା ଦେଇ କହିଛନ୍ତି ଯେ, ଶୃଙ୍ଖଳିତ ଦର୍ଶନ ପାଇଁ ଜଗନ୍ନାଥ ବଲ୍ଳଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ଯେଉଁ ବ୍ୟାରିକେଡ୍ କରାଯାଇଥିଲଶ,

ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲେ ୫୦ ଯାତ୍ରୀ

ଗଞ୍ଜାମ : ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଖେମୁଣ୍ଡିଖେଲରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରବିବାର ଜଣାପଡ଼ିଛି। ଖେମୁଣ୍ଡିଖେଲରେ ପୋଲକୁ ବସଟି ଧକ୍କା ଦେବା ସହ ଏକ ବଡ ଧରଣର ଦୁର୍ଘଟଣାରୁ ୫୦ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହାସହ ହେଲପର ସମେତ ୨ ଆହତ ହୋଇଛନ୍ତି ।

ଅଙ୍ଗନୱାଡି କର୍ମୀଙ୍କ ଦରମା ବୃଦ୍ଧି କରିବାକୁ ଦାବି

ବ୍ରହ୍ମପୁର: ଅଲ୍ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମୁଖ୍ୟର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ବ୍ରହ୍ମପୁର ଟାଉନ ହଲଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ

ଆଜି ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ଶ୍ରୀମନ୍ଦିର ଭିତର ଓ ମନ୍ଦିରର ବାହାର ସାନିଟାଇଜ କରାଯାଉଛି । କରୋନା ପାଇଁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ରବିବାର ମନ୍ଦିର ଭିତର ଓ ବାହାର ସାନିଟାଇଜ

ସୃଷ୍ଟି ଗୋସ୍ୱାମୀ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ୍: ଜାତୀୟ କନ୍ୟା ସନ୍ତାନ ଦିବସ (ନ୍ୟାସନାଲ ଗାର୍ଲ୍ସ ଚାଇଲ୍ଡ ଡେ)-୨୦୨୧ ଅବସରରେ ହରିଦ୍ବାରର ସୃଷ୍ଟି ଗୋସ୍ବାମୀ ଦିନଟିଏ ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ଏବେ ସେ ଉତ୍ତରାଖଣ୍ଡ ଶିଶୁ ବିଧାନସଭାର ମୁଖ୍ୟମନ୍ତ୍ରୀ ଅଛନ୍ତି। ୨୪ ଜାନୁଆରୀକୁ ଜାତୀୟ କନ୍ୟା

ବ୍ରହ୍ମପୁରରେ ବିମାନବନ୍ଦର ସ୍ଥାପନ ନେଇ ଦସ୍ତଖତ ଅଭିଯାନ ଆରମ୍ଭ

ବ୍ରହ୍ମପୁର: ବ୍ରହ୍ମପୁରରେ ବିମାନବନ୍ଦର ସ୍ଥାପନ ଆନ୍ଦୋଳନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆଜି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗିରିଜା ଛକ -ରାମଲିଙ୍ଗମ ପାର୍କ ନିକଟରେ ତୃତୀୟ ପର୍ଯ୍ୟାୟ ପୋଷ୍ଟକାର୍ଡ -ବ୍ୟାନର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ

ଚୀନ୍‌କୁ ଚେତାବନୀ, ଭାରତ ନେବ ଆକ୍ରମଣାତ୍ମକ ପଦକ୍ଷେପ

ନୂଆଦିଲ୍ଲୀ: କ୍ରମାଗତ ଭାବେ ପଡୋଶୀ ଚୀନ୍‌ ତା’ର ବିସ୍ତାରବାଦୀ ନୀତି ଜାରି ରଖିଥିବାବେଳେ ବେଳେବେଳେ ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଛି। ନିକଟରେ ଅରୁଣାଚଳ ପ୍ରଦେଶରେ ଗାଁ ବସାଇବା ଘଟଣା ଚର୍ଚ୍ଚା ହେବା ପରେ ଭାରତ ଏବେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଗଲୱାନ୍‌ ଘାଟି ଆକ୍ରମଣ ଘଟଣା ପରଠାରୁ

ରାଜ୍ୟରେ ନୂଆ ପଜିଟିଭ ୧୫୦

ଭୁବନେଶ୍ୱର : ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରେ ସୀମିତ ରହୁଛି। ଚିହ୍ନଟ ନୂଆ ପଜିଟିଭ ୧୫୦। ସଙ୍ଗରୋଧ କେନ୍ଦ୍ରରୁ ୮୯,ସ୍ଥାନୀୟ ୬୧। ମୋଟ ପଜିଟିଭ ସଂଖ୍ୟା ୩,୩୪,୩୦୦କୁ ବୃଦ୍ଧି ପାଇଛି। ୩,୩୦,୯୬୨ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧,୩୮୦ ସକ୍ରିୟ