ଲୋକସେବା ଭବନ ଏବେ ବି ସଙ୍ଗରୋଧରେ
ଭୁବନେଶ୍ୱର: ସବୁ ସରକାରୀ ଅଫିସ୍କୁ ଲୋକଙ୍କ ଅବାଧ ଆତଯାତ ଚାଲିଛି । ମନ୍ଦିର, ମସ୍ଜିଦ୍ ଆଦି ଧର୍ମାନୁଷ୍ଠାନ ଖୋଲିଛି । ଧାର୍ମିକ, ସାଂସ୍କୃତି କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ରାଜନୈତିକ ସଭାସମିତି ଜାରି ରହିଛି । ହାଟ, ବଜାରରେ ଗହଳି ଆରମ୍ଭ ହୋଇଯାଇଛି । କିନ୍ତୁ ଲୋକସେବା ଭବନର ଫାଟକ!-->…