ଚତୁର୍ଥ ଟେଷ୍ଟ ଖେଳାଯିବା ନେଇ ଆଶଙ୍କା
ସିଡନୀ: ଭ୍ରମଣକାରୀ ଭାରତ ଓ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ମଧ୍ୟରେ ଖେଳାଯାଉଥିବା ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ୪ର୍ଥ ମ୍ୟାଚ୍ ଆସନ୍ତା ୧୫ରୁ କୁଇନ୍ସଲାଣ୍ଡର ରାଜଧାନୀ ବ୍ରିସବେନ୍ରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବ୍ରିସବେନ୍ରେ କରୋନା ସଂକ୍ରମଣ ପୁନର୍ବାର!-->…