ଧାନ ମଣ୍ଡିର ଅନିୟମିତତାକୁ ନେଇ ବିଜେପିର ଉଦବେଗ ପ୍ରକାଶ
ପାପଡାହାଣ୍ଡି: ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧି ଦଳ ପାପାଡାହାଣ୍ଡି ବ୍ଲକ ଜଟାବାଲ ଧାନ ମଣ୍ଡି ତଦାରଖ କରିବା ସହ ମଣ୍ଡିରେ ଅନିମିୟତା ଥିବା ଅଭିଯୋଗ କରି ବିଭାଗୀୟ କର୍ମଚାରୀଙ୍କ ଉପରେ ବର୍ଷିଥିଲେ । ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ!-->…