+୩ ଶେଷ ବର୍ଷ ପାଠପଢା ଆରମ୍ଭ
ବାଙ୍କୀ: ମହାମାରୀ କରୋନା ପ୍ରଭାବରେ ସମଗ୍ର ଦେଶରେ ପାଠପଢା ସମ୍ପୂର୍ଣ୍ଣ ୯ମାସ ଧରି ବନ୍ଦ ରହିଥିଲା । ଏହା ପ୍ରଭାବରେ ସବୁ ବର୍ଗର ଛାତ୍ରଛାତ୍ରୀ ମାନେ ପାଠପଢାକୁ ନେଇ ଚିନ୍ତାରେ ଥିଲେ । ନିଜର ଭବିଷ୍ୟତ ପାଇଁ ଚିନ୍ତା ବଢିଥିଲା । କୋଭିଡ କଟକଣା କୋହଳ କରାଯାଇ ଜାନୁଆରୀ ମାସ ୮ତାରିଖ ଠାରୁ!-->…