ଓୱେସୀଙ୍କ ପ୍ରବେଶରେ ମମତାଙ୍କ ଶିବିରରେ ହଇଚଇ

– ମୁସଲିମ ବହୁଳ ୧୨୫ ଆସନରେ ଭୋଟ ବିଭାଜନ ହେବା ଆଶଙ୍କା – ବଡ଼ ରାଲି ପାଇଁ ଚାଲିଛି ଓୱେସୀଙ୍କ ପ୍ରସ୍ତୁତି – ଟିଏମସିରେ ମିଶିଲେ ଏଆଇଏମଆଇଏମ କାର୍ଯ୍ୟକାରୀ ଅଧ୍ୟକ୍ଷ ମହେଶ ଶର୍ମା କଲକାତା: ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନ ମଧ୍ୟରୁ ୧୨୫ ଆସନ ମୁସଲିମ ବହୁଳ। ଏହି…

ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିସିଲ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଂଚିବ କୋଭିସିଲ୍ଡ ଟିକା । ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ସ୍ଥାନକୁ ଆସୁଛି । ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ…

ଆସୁଛି କରୋନା ଟିକା : ସନ୍ଧ୍ୟା ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଖୋଲା

ଭୁବନେଶ୍ୱର; ମଙ୍ଗବାର ଅପରାହ୍ନରେ ଓଡ଼ିଶାରେ ପହଂଚିବ କରୋନା ଭ୍ୟାକ୍ସିନ କୋଭିସିଲ୍ଡ । ଏଥିନିମନ୍ତେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି କହିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ଦୀର୍ଘ ମାସ ଧରି କରୋନାରେ କଲବଲ ହେବା ପରେ ଏହି ଟିକା ଉପରେ ସମ୍ପୂର୍ଣ୍ଣ ରାଜ୍ୟବାସୀଙ୍କ ନଜର…

ବିଷାକ୍ତ ମଦ ପିଇ ୧୦ ମୃତ

ଭୋପାଳ: ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଦୀପ ଲିଭି ଯାଇଛି । ଏଥିସହ ୨୦ ରୁ ଅଧିକ ଜଣ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମଧ୍ୟପ୍ରଦେଶ ମୋରେନା ଜିଲ୍ଲାରେ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଆଲୋଡ଼ନ ସୃଷ୍ଟି…

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ

ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଛି । ଗତ ବୁଧବାର ଆମେରିକା ସଂସଦରେ ହୋଇଥିବା ହିଂସାକାଣ୍ଡ ପାଇଁ ପ୍ରତିନିଧି ସଭା ବା ହାଉସ ଅଫ ରିପ୍ରେଜେଂଟିଭସର ଡେମୋକ୍ରାଟ ସାଂସନମାନେ ଟ୍ରମ୍ପଙ୍କୂୁ ଦାୟୀ କରି ତାଙ୍କ ବିରୋଧରେ ଏହି…

କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ : ୧୪ରେ ଚୀନ ଗସ୍ତରେ ଯିବେ ହୁ’ ଟିମ୍‌

ଜେନେଭା : କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ ନିମନ୍ତେ ଜାନୁଆରୀ ୧୪ରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ସ୍ବତନ୍ତ୍ର ଟିମ୍ ଚୀନ ଗସ୍ତ କରିବେ। ଏଥିପାଇଁ ଚୀନ ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି ହୁ’ର ମହାନିର୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟେସ କହିଛନ୍ତି। ପୂର୍ବରୁ ଜାନୁଆରୀ…

ଟିମ୍ ଇଣ୍ଡିଆର କଡା ଜବାବ୍ : ସିଡନୀ ଟେଷ୍ଟ ‘ଡ୍ର’

ସିଡନୀ: ଟିମ୍ ଇଣ୍ଡିଆର କ୍ରିକେଟୀୟର ମାନଙ୍କ ପ୍ରତି ଅଷ୍ଟେ୍ରଲିଆ ଦର୍ଶକଙ୍କର ବାରମ୍ବାର ବର୍ଣ୍ଣ ବୌଷମ୍ୟ ତାତ୍ସଲ୍ୟ ପରେ ଭାରତ ଆଜି ଏହାର କଡା ଜବାବ ଦେଇ ସିଡନୀ ଟେଷ୍ଟକୁ ଅମିମାଂସିତ ରଖିବାରେ ସମର୍ଥ ହୋଇଛି । ଏକ ପ୍ରକାର ଆଶଙ୍କା ଥିବା ବେେଳେ ଭାରତୀୟ କ୍ରିକେଟିୟରଙ୍କ ଋଷଭ ପନ୍ତ,…

ଦିଲ୍ଲୀରେ ‘ବାର୍ଡ ଫ୍ଲୁ’ : ସଞ୍ଜୟ ଲେକ୍ ପାର୍କ’ରେ ପକ୍ଷୀ ହତ୍ୟା

ନୂଆଦିଲ୍ଲୀ: ଦିଳ୍ଲୀରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତାମୂଳକ ପଦକ୍ଷେପସ୍ୱରୂପ,ଆଜି ଠାରୁ ସଞ୍ଜୟ ଲେକ ପାର୍କରେ ଗଣପକ୍ଷୀ ସଂହାର ଆରମ୍ଭ ହୋଇଛି । ଏହାଛଡା, ଏହି ଲେକ୍କୁ ଆଲର୍ଟ ଜୋନ୍’ ଭାବେ ଘୋଷଣା କରାଯାଇଛି । ମୟୁର ବିହାର ଫେଜ୍ ୩ରୁ ଚାରିଟି ଏବଂ ସଞ୍ଜୟ ଲେକ୍ରୁ…

ଟିକାକରଣର ଦୁଇ ଦିନ ପୂର୍ବରୁ ଆସିବ ଟିକା

ଭୁବନେଶ୍ୱର: ଆସନ୍ତା ୧୬ ତାରିଖରେ ଟିକାକରଣ ଆରମ୍ଭ ହେଉଥିବା ବେଳେ ଏହାର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ କରୋନା ଟିକା ଭ୍ୟାକ୍ସିନ୍ ଆସିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଓଡିଶାରେ ୧୬୦ଟି ସ୍ଥାନରେ…

ବିଦ୍ୟୁତ୍ ମୃତ୍ୟୁ : ପୁଣି ନୋଟିସ ଜାରି କଲେ କମିଶନ

ଭବାନୀପାଟଣା- ଗତ ଜୁଲାଇ ମାସ ୧୭ ତାରିଖ ଦିନ ବଲ୍ ଖେଳୁଥିବା ବେଳେ ଲାଞ୍ଜିଗଡ ବ୍ଲକର ବିଶ୍ୱନାଥପୁର ଦୁର୍ଗା ମଣ୍ଡପ ପାଖ ଖୋଲା ଟ୍ରାନସଫରମର୍ ପାଖରୁ ବଲ ଆଣିବାକୁ ଯାଇ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇଥିବା ମନୋବୁର ହର କୁମାର ଙ୍କର ୮ ବର୍ଷର ପୁଅ ରିତେଶ କୁମାର ବାବଦରେ ଜାତୀୟ ମାନବ…