ଆମପାଣି ଘାଟିରେ ଓଲଟିଲା ବସ ; ୨ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲାର ଆମପାଣି ଘାଟିରେ ଏକ ସଡକ ଦୁର୍ଘଟଣା ଘଟିଥିବା ବୁଧବାର ଜଣାପଡିଛି। ଆମପାଣି ଘାଟିରେ ଏକ ଘରୋଇ ବସ ଓଲଟି ପଡ଼ିଛି। ଏଥିରେ ୨ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରଙ୍କର ମଧ୍ୟରେ ହେଲପର ଓ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ୱରରୁ…

କୋଭିଶିଲ୍ଡ ପରେ ଓଡ଼ିଶାରେ ପହଞ୍ଚିଲା କୋଭାକ୍ସିନ

ଭୁବନେଶ୍ଵର: ରାଜ୍ୟବାସୀଙ୍କ ପାଇଁ ଆଉ ଏକ ଖୁସି ଖବର। ଗତକାଲି କରୋନା ଟିକା ‘କୋଭିଶିଲ୍ଡ’ ପହଞ୍ଚିବା ପରେ ଆଜି ‘କୋଭାକ୍ସିନ’ ଟିକା ଆସି ପହଞ୍ଚିଛି। ଏହି ଟିକାକୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରରେ ସଂରକ୍ଷିତ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ କୋଭାକ୍ସିନର ୨୦ ହଜାର ଡୋଜ୍‌ ଆସିଛି। କରୋନା…

ରେକର୍ଡ ଭାଙ୍ଗିଲା ଶେୟାର ବଜାର; ୫୦,୦୦୦ ନିକଟତରରେ ଖୋଲିଲା ସେନ୍‌ସେକ୍‌ସ

ବମ୍ବେ : ଆଜି ସପ୍ତାହର ୩ୟ ଦିନରେ ରେକର୍ଡ ଭାଙ୍ଗିଛି ଶେୟାର ବଜାର। ବୁଧବାର ସକାଳେ କାରବାର ଆରମ୍ଭ ହେବା କ୍ଷଣି ଶେୟାର ମାର୍କେଟ ଊର୍ଦ୍ଧ୍ଵମୂଖୀ ହୋଇଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଚର ପ୍ରମୁଖ ସୂଚକାଙ୍କ ସେନ୍‌ସେକ୍‌ସ ୫୦,୦୦୦ ଅଙ୍କ ନିକଟତରରେ ଖୋଲିଛି। କାରବାର ଆରମ୍ଭରୁ ସେନ୍‌ସେକ୍‌ସ…

ଜାତିସଂଘରେ ଭାରତର ବାଟ ଓଗାଳିଲା ଚୀନ

ନୂଆଦିଲ୍ଲୀ: ଉଭୟ ସାମରିକ ଓ କୂଟନୈତିକ କ୍ଷେତ୍ରରେ ଭାରତ ବିରୋଧରେ ଚୀନ ଶତ୍ରୁତା ଆଚରଣ କରିଚାଲିଛି। ଏହି କ୍ରମରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର କଟକଣା କମିଟିରେ ଭାରତକୁ ନେତୃତ୍ବ ନେବାରୁ ଚୀନ ରୋକିଛି। ୟୁଏନଏସ୍‌ସିର ୧୨୬୭ କଟକଣା କମିଟି ଆନ୍ତର୍ଜାତିକ ଆତଙ୍କବାଦୀଙ୍କ…

ୱେବିନାରରେ ମତ୍ସ୍ୟଚାଷ ତାଲିମ-ସଚେତନତା

ବାଲେଶ୍ୱର: ସ୍ଥାନୀୟ ସିପେଟ୍ ସମ୍ମିଳନୀ କକ୍ଷ ଠାରେ ମତ୍ସ୍ୟ ଚାଷ ଓ ଆକ୍ୱାକଲଚର୍ ସମ୍ପର୍କରେ ତାଲିମ ଓ ସଚେତନତା ସୃଷ୍ଟି ପାଇଁ ଏକ ୱେବିନାର ଅନୁଷ୍ଠୀତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରତାପ…

ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଂଟ, ଅଇରାକୁ ହରାଇ ଭୋଦା ଚମ୍ପିଆନ

ବାଲିକୁଦା: ବୀରସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟଉଦ୍ୟାପିତ ହୋଇଯାଇଛି । ଅିରାକୁ ହରାଇ ଭୋଦା ଚମ୍ପିଆନ ଆଖ୍ୟା ଅର୍ଜନ କରିଛି । ବୀରସିଂହ ଗାଦୀ ଯୁବକ ସଂଘ ଆମୁକୁଲ୍ୟରେ ଏହି ଦୁଇ ଦିନିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିଲା । ଏଥିରେ ମୋଟ ୮ ଟି ଅଞ୍ଚଳିକ ଦଳ ଅଂଶଗ୍ରହଣ କରିଥିଲେ ।…

ଜନସେବା କେନ୍ଦ୍ରର କମମ୍ପ୍ୟୁଟର ସହ ୭୦ ହଜାର ଟଙ୍କାର ସାମଗ୍ରୀ ଚୋରୀ: ସନେ୍ଦହରେ ଜଣେ ଗିରଫ

ଜଗତସିଂହପୁର: ଗତ ୯ତାରିଖ ରାତ୍ରିରେ ଜନସେବାକେନ୍ଦ୍ର ଦୋକାନ ଗୃହ ଭାଙ୍ଗି ଅନନ୍ତପୁର ଫାଣ୍ଡି ଅଞ୍ଚଳରୁ ଜେରକ୍ସ ମେସିନ ସହ ପ୍ରାୟ ୭୦ ହଜାର ଟଙ୍କା ଚୋରୀ ହୋଇଥିବା କଥା ଅନନ୍ତପୁର ଫାଣ୍ଡି ଅଧିକାରୀ ନିତ୍ୟାନନ୍ଦ ସ୍ୱାଇଁଙ୍କ ଠାରୁ ଜଣା ପଡିଛି । ଏହି ସମ୍ପର୍କରେ ବ୍ରାହ୍ମଣ୍ଡୀ ଗ୍ରାମର…

ବିବାଦୀୟ କୃଷି ଆଇନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗଠିତ କେନ୍ଦ୍ରସରକାର ଇତିମଧ୍ୟରେ କୃଷି ଓ କୃଷକମାନଙ୍କ ବିକାଶ ଲାଗି ତିନୋଟି ନୂତନ କୃଷି ଆଇନ ପ୍ରଣୟନ କରିଥିଲା ବେଳେ ଏହା ବିରୋଧରେ ସମଗ୍ରହ ଉତର ଭାରତର ଚାଷୀମାନେ ଏକତ୍ରିତ ହୋଇ ଆନେ୍ଦାଳନ ଚଳାଇବା ସହିତ ଏଥିନେଇ ଯେଉଁମାମଲା…

ଧବଳେଶ୍ୱର ଓ ମଞ୍ଚେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି

ଆଠଗଡ: ଶ୍ରୀ ଶ୍ରୀ ଧବଳେଶ୍ୱର ଓ ମଞ୍ଚେଶ୍ୱର ପୀଠକୁ ମକର ସଂକ୍ରାନ୍ତି ଉପଲକ୍ଷେ କୋଭିଡ-୧୯ କଟକଣାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆସନ୍ତା ୧୪ ତାରିଖ ସକାଳ ୫ଟା ସମୟ ଠାରୁ ରାତ୍ର ୧୦ଟା ସମୟ ପର୍ଯ୍ୟନ୍ତ ୧୪୪ ଧାରା ବଳବତର ରହିବ । ଉକ୍ତ ସମୟରେ ମନ୍ଦିର…

ଝାରସୁଗୁଡାରୁ ମୁମ୍ବାଇ, ବେଙ୍ଗଲୁରୁକୁ ଉଡିଲା ବିମାନ

ଭୁବନେଶ୍ୱର: ଆଜିଠାରୁ ଝାରସୁଗୁଡାରୁ ବେଙ୍ଗଲୁରୁ ଓ ମୁମ୍ବାଇକୁ ଉଡିଲା ବିମାନ । ଏହି ବହୁ ପ୍ରତିକ୍ଷିତ ବିମାନ ସେବା ଆରମ୍ଭ ହେଉଥିବାରୁ ପଶ୍ଚିମ ଓଡିଶାରେ ଖୁସି ପ୍ରକାଶ ପାଇଛି । ଆଜି ପ୍ରଥମ ଫ୍ଲାଇଟ ମୁମ୍ବାଇରୁ ବାହାରି ଝାରସୁଗୁଡାରେ ଦିନ ସାଢେ ୧୨ଟାରେ ପହଞ୍ଚିଛି । ୭୩ ଯାତ୍ରୀଙ୍କୁ…