ବାହାଘର ପ୍ରସେସନ୍ କଟକଣାକୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନ୍ରେ କେତେକ ପରିବର୍ତନ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ କମିସନର ତଥା ଅତିରିକ୍ତ ଶାସନ ସଚିବ ପ୍ରଦୀପ ଜେନା ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । କୋଭିଡ…

ଦେଶ ଗଠନ ଦିଗରେ ନୂଆ ଜାତୀୟ ଶିକ୍ଷାନୀତି ଏକ ବଳିଷ୍ଠ ପଦକ୍ଷେପ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନୂଆ ଜାତୀୟ ଶିକ୍ଷାନୀତିରେ ଉତ୍ତମ ବ୍ୟକ୍ତିତ୍ୱ ଗଠନ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସେ କହିଛନ୍ତି, ଦେଶରେ ଉତ୍ତମ ବ୍ୟକ୍ତି ରହିଲେ ଆମେ ଏକ ଉତ୍ତମ ଦେଶ ଗଠନ କରିପାରିବା। ସେ କହିଛନ୍ତି ନୂଆ ଶିକ୍ଷାନୀତିରେ ଯୁବ ସମାଜର ବୁଝାମଣା, ନିଷ୍ପତ୍ତି ଓ…

ବିକାଶ ଆଲୋକରୁ ବଞ୍ଚିତ ଭାଲିଆଡାଳ ପଞ୍ଚାୟତର ଅସୁରଖାଲ

ଠାକୁରମୁଣ୍ଡା : ସରକାର ଆଦିବାସୀ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ଲୋକଙ୍କ ପାଖରେ ପହ‌ଞ୍ଚି ପାରୁନଥିବା ଦେଖିବାକୁ ମିଳିଛି। ସେଥିପାଇଁ ସରକାରଙ୍କ ରାଜ କୋଷରୁ ଅଜସ୍ର ଟଙ୍କା ଗ୍ରାମଞ୍ଚଳ…

ଡକାୟତି ଉଦ୍ୟମ କରି ଘର ଉପରକୁ ବୋମାମାଡ

କଟକ : କଟକ ଜିଲା ନରସିଂହପୁର ନିକଟବର୍ତ୍ତି କାନପୁର ଥାନା ଅନ୍ତର୍ଗତ ହରିପୁର ଗାଁରେ ବୋମାମାଡ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ଡ଼କାୟତି ଉଦ୍ୟମ କରି ଗୋଟିଏ ଘର ଉପରକୁ ବୋମାମାଡ ହୋଇଛି। ବୋମାମାଡରୁ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏତଲା ପରେ ୨ ଜଣଙ୍କୁ ଅଟକ ରଖି ପୁଲିସ…

ନୂଆ ବିପଦ: ୭ ମାସରେ ୩୩ ହଜାର ଟନ୍‌ କୋଭିଡ-୧୯ ଆବର୍ଜନା

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦେଶରେ ଏକ ନୂଆ ବିପଦ ସୃଷ୍ଟି ହୋଇଛି। ଏହି ବିପଦ ଆସିଛି ବାୟୋମେଡିକାଲ ୱେଷ୍ଟ ବା ମେଡିକାଲ ଆବର୍ଜନାରୁ। ଗତ ୭ ମାସରେ ପୂରା ଦେଶରେ ୩୩ ହଜାର ଟନ୍‌ କୋଭିଡ-୧୯ ଆବର୍ଜନା ବାହାରିଛି। ସବୁଠୁ ଅଧିକ ଆବର୍ଜନା ଅକ୍ଟୋବର ମାସରେ ବାହାରିଥିଲା। ଏହି ମାସରେ…

ଚାଷୀ ନ୍ୟାୟ ପାଇଁ ସାଇକେଲ ଯାତ୍ରା

ନୂଆପଡ଼ା : ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ସାଇକେଲ ଯାତ୍ରା କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲିରୁ ଗତ ସୋମବାର ସାଇକେଲ ଯାତ୍ରା ବାହାରି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସମାପନ କରାଯାଇଛି। ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ…

ଭୁବନେଶ୍ୱରରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର : କରୋନା କାଳରେ ଆସିଲା ସବୁଠାରୁ ବଡ଼ ଖୁସି ଖବର। ଓଡ଼ିଶାରେ ପହଞ୍ଚିଲା କରୋନା ଟିକା ‘କୋଭିସିଲ୍‌ଡ’। ଆଜି ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଟିକା। ପୁଣେରୁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ସ୍ପାଇସ ଜେଟ ବିମାନରେ ଆସିଲା ଟିକା। ଏଥିପାଇଁ ବ୍ୟାପକ ପ୍ରସ୍ତୁତି…

ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ : ୧୩ ବଖରା ମାଟିରେ ମିଶିଲା

ଭୁବନେଶ୍ବର : ଦୀର୍ଘବର୍ଷ ହେଲା ଶ୍ରୀଲିଙ୍ଗରାଜଙ୍କ ଜମିରେ ଘର କରି ରହି ଆସୁଥିବା ଲୋକଙ୍କୁ ଏକାମ୍ର କ୍ଷେତ୍ର ବିକାଶ ଯୋଜନା ନିମନ୍ତେ ହଟାଯାଉଛି। କେତେବେଳେ ମଠ, ମନ୍ଦିର ମାଟିରେ ମିଶୁଛି ତ ଆଉ କେତେବେଳେ ଦୋକାନ ବଜାର ଓ ବାସଗୃହ ଭାଙ୍ଗୁଛି। ଏହିକ୍ରମରେ ସୋମବାର ବିନ୍ଦୁସାଗର ନିକଟରୁ…

ଗଣଶିକ୍ଷା ମନ୍ତ୍ରୀଙ୍କ ଟିଟିଲାଗଡ଼ ଗସ୍ତ

ଟିଟିଲାଗଡ଼: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଙ୍ଗଳବାର ଟିଟିଲାଗଡ଼ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି। ମନ୍ତ୍ରୀ ଦାସ ଆଜି ଦିନିକିଆ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ…

ସାଇନା ନେହୱାଲ କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ ଷ୍ଟାର ସାଇନା ନେହୱାଲ ମଙ୍ଗଳବାର କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଫଳରେ ଆଜିଠାରୁ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ବ୍ୟାଡ୍‌ମିଣ୍ଟନ ଓପନ ଟୁର୍ନାମେଣ୍ଟରୁ ସେ ବାଦ୍‌ ପଡ଼ିଛନ୍ତି। …