କୋଭିସିଲ୍ଡ ଓ କୋଭାକ୍ସିନ ଟିକା ନିରାପଦ- ଡିସିଜିଆଇ
ଭାରତରେ କରୋନା ମହାମାରୀ ନିମନ୍ତେ ଦୁଇଟି ଟିକା କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥିବା ବେଳେ ଉଭୟ ଟିକା ନିରପଦ ବୋଲି ରବିବାର ଭାରତୀୟ ଔଷଧ ନିୟାମକ ନିଦେ୍ର୍ଧଶକ କହିଛନ୍ତି ।ଡିସିଜିଆଇ ନିଦେ୍ର୍ଧଶକ ଡକ୍ଟର ଭି.ଜି ସୋମାନି କହିଛନ୍ତି ଯେ ବହୁ!-->…