ଟ୍ରେନ୍‌ ମୁହଁରୁ ଅଳ୍ପକେ ବଞ୍ଚିଲେ ବ୍ୟକ୍ତି, ଟାଣି ଆଣିଲେ ଷ୍ଟେସନ କର୍ମଚାରୀ

ମୁମ୍ବଇ : ପ୍ରାୟତଃ ଲୋକେ ତରବରିଆ ଭାବେ ଯାତାୟତ ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି। ବେଳେବେଳେ ଏହି ଭୁଲ ମହଙ୍ଗା ସାବ୍ୟସ୍ତ ହୋଇଥାଏ । ତରବରିଆ ଭାବେ ଯାତାୟତ କରିବା ଦ୍ବାରା ଜୀବନ ମଧ୍ୟ ଚାଲି ଯିବାର ନଜିର ରହିଛି। ମୁମ୍ବଇର ଦହିସର ରେଳ ଷ୍ଟେସନରେ ଏଭଳି ଏକ ଘଟଣା ଘଟିଯାଇଛି। ଯାହା…

ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ସର୍ବନିମ୍ନ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା । ନୂଆ ପଜିଟିଭଙ୍କ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିଛି। ୨୪ ଘଣ୍ଟାରେ ଆଉ ନୂଆ ଆକ୍ରାନ୍ତ ୨୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪୮, ସ୍ଥାନୀୟ ୧୦୩। ମୋଟ ପଜିଟିଭ ସଂଖ୍ୟା ୩,୩୦,୧୧୭କୁ…

ସୌରଭ ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍‌

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ହୃଦଘାତର ଶିକାର ହୋଇଥିବା ଜଣାପଡ଼ିଛି। ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ୍ ହସ୍ପିଟଲରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇ ପାରେ ବୋଲି ସୂଚନା ମିଳିଛି।…

ଓଡ଼ିଶୀ ନୃତ୍ୟ କରିବେ କାଜୋଲ

ମୁମ୍ବାଇ: ଓଡ଼ିଶାର ପ୍ରସିଦ୍ଧ ନୃତ୍ୟ ଓଡ଼ିଶୀ ନାଚିବେ ବଲିଉଡ ଅଭିନେତ୍ରୀ କାଜୋଲ । ନୂଆବର୍ଷରେ ନିଜ ପ୍ରଶଂସକଙ୍କୁ କଜୋଲ ଏଭଳି ସୂଚନା ଦେଇ ସରପ୍ରାଇଜ ଦେଇଛନ୍ତି । ଏଥିପାଇଁ ପୁରା ପ୍ରସ୍ତୁତ ହୋଇଛନ୍ତି ଏହି ଅଭିନେତ୍ରୀ ଜଣକ। ମୁଣ୍ଡରେ କିରଟି, ଅଣ୍ଟାରେ ବେଙ୍ଗପାଟିଆ ବାନ୍ଧି ଓଡ଼ିଶୀ ନୃତ୍ୟ…

କାଲିଠୁ ସମସ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଆସନ୍ତାକାଲିଠୁ ସବୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ବାହାର ଜିଲ୍ଲାର ଭକ୍ତମାନେ ଆସି ଜଗା ଦର୍ଶନ କରିପାରିବେ । ଆସନ୍ତାକାଲିଠୁ ମନ୍ଦିର ଖୋଲିଲେ ପ୍ରତିଦିନ ୧୫ରୁ ୧୭ ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ଲାଭ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଶା ରଖିଛନ୍ତି ।…

ବଡ଼ ଘୋଷଣା କଲେ ହର୍ଷବର୍ଦ୍ଧନ: ସବୁ ଭାରତୀୟଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: କରୋନା ଭୂତାଣୁ ବିରୋଧରେ ଶେଷ ଲଢ଼େଇ ପାଇଁ ଭାରତ ନିଜକୁ ପ୍ରସ୍ତୁତ କରୁଛି। ଦେଶରେ ଜରୁରିକାଳୀନ ପରିସ୍ଥିତିରେ କରୋନା ଟିକାର ବ୍ୟବହାର ପାଇଁ ଭ୍ୟାକ୍ସିନକୁ ସରକାର ଅନୁମତି ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଶ୍ଵର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ଲାଗି କେନ୍ଦ୍ର…

ଆହୁରି ୨ଟି ବିଶ୍ବକପ୍‌ ଖେଳିବି : ଗେଲ୍‌

ଜାମାଇକା: ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟସମ୍ୟାନ୍‌ କ୍ରିସ୍‌ ଗେଲ୍‌ଙ୍କୁ ୪୧ ବର୍ଷ ହୋଇଥିବା ବେଳେ ସେ କ୍ରିକେଟ୍‌ରୁ କେବେ ଅବସର ନେବେ ତାହାକୁ ନେଇ କେତେକ ମହଲରେ ଚର୍ଚ୍ଚା ଜାରି ରହିଛି। ତେବେ କ୍ରିକେଟ୍‌ରୁ ଅବସର ନେବାକୁ ତାଙ୍କର ବର୍ତ୍ତମାନ କୌଣସି ଯୋଜନା ନାହିଁ ବରଂ ୨୦୨୧ରେ ଭାରତ…

ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି; ୫ଥର ତଦନ୍ତ ପରେ ବି ଫଳଶୂନ

ପୁରୀ: ମିଳିମିଶି ଚପାଇ ଦେଲେ ସ୍ବର୍ଗଦ୍ବାର ଜମି ମହାଦୁର୍ନୀତି। ଜମି ମାଫିଆଙ୍କ ହାତ ଏତେ ଲମ୍ବା ଯେ ୫ଥର ତଦନ୍ତ ପରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସମୁଦ୍ରକୂଳକୁ ଲାଗି ରହିଥିବା ପ୍ରାୟ ୧୦୦କୋଟି ଟଙ୍କା ମୂଲ୍ୟର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅମୃତମଣୋହି ସମ୍ପତ୍ତିକୁ ମାଡି…

ଦେଶର ଅଗ୍ରଣୀ ଅନୁସନ୍ଧାନ ହବ୍ ଭାବେ ଉଭା ହେଉଛି ଓଡ଼ିଶା: ନବୀନ

ଭୁବନେଶ୍ଵର: ପ୍ରାଚୀନ କାଳରୁ ଓଡ଼ିଶାରେ ଶିକ୍ଷାଗତ ଯୋଗ୍ୟତାର ପରମ୍ପରା ରହିଛି। ଐତିହାସିକ ଭାବେ ଶିକ୍ଷା ଏବଂ ଅନୁସନ୍ଧାନ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି। ଏହି ରାଜ୍ୟ ଦେଶର ଏକ ଅଗ୍ରଣୀ ଅନୁସନ୍ଧାନ ହବ୍‌ ଭାବେ ଉଭା ହେଉଛି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର…

ସିବିଆଇ ୨୦୨୦ରେ ଫଇସଲା କରିଛି ୮ଶହ ମାମଲା

ସିବିଆଇ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଲା କହିଛନ୍ତି, କୋଭିଡ-୧୯ ସତ୍ତ୍ବେ ସିବିଆଇ ୨୦୨୦ରେ ପ୍ରାୟ ୮୦୦ ମାମଲାର ଫଇସଲା କରିଛି। ନୂଆବର୍ଷ ଅବସରରେ ଦେଶର ସିବିଆଇ ଅଫିସରମାନଙ୍କୁ ଭର୍ଚୁଆଲ୍‍ ମାଧ୍ୟମରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ଅଫିସର୍‍ମାନଙ୍କ ସହଯୋଗ ଦ୍ୱାରା ସିବିଆଇ ଅଧିକ ସଂଖ୍ୟକ…