ଦିଲ୍ଲୀର ହାର୍ଲି ଡାଭିଡସନ ଶୋ’ ରୁମରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ : ଦିଲ୍ଲୀ ମୋତିନଗର ସ୍ଥିତ ହାର୍ଲି ଡାଭିଡସନ ଶୋ’ ରୁମରେ ଅଗ୍ନିକାଣ୍ଡ ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ନିଆଁ ଲିଭାଇବା କାର୍ଯ୍ୟରେ ୨୫ ଟି ଦମକଳ ଗାଡି ସହ ଅଗ୍ନିଶମ ବାହିନୀ ନିଯୋଜିତ ରହି ନିଆଁକୁ ଆୟତ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତି!-->…