ବିଶ୍ୱରେ ୪ ପ୍ରକାରର ଗୁଣସୂତ୍ରଧାରୀ କରୋନା ଭୂତାଣୁ : ‘ହୁ’

ଜେନେଭା: ବିଶ୍ୱରେ ଏବେ ଅନୂ୍ୟନ ୪ ପ୍ରକାରର ଗୁଣସୂତ୍ର ପରିବର୍ତିତ କରୋନା ଭୂତାଣୁ ଘୂରିବୁଲୁଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘ହୁ’ ପକ୍ଷରୁ କୁହାଯାଇଛି । ମହାମାରୀ ଆରମ୍ଭ ହେବା ଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାଇଥିବା କେତେକ ଅସ୍ୱାଭାବିକ ଜନସ୍ୱାସ୍ଥ୍ୟ ରିପୋର୍ଟ ସବୁ…

୧୧ରୁ ଖୋଲିବ କଲେଜ, ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୧ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକ ଖୋଲିବା ପାଇଁ ଉଚ୍ଚ ଶିକ୍ଷାବିଭାଗ ଆଜି ନିର୍ଦ୍ଦେଶନାମା ଜାରି କରିଛି । ତେବେ କେବଳ ଶେଷ ସେମିଷ୍ଟାର ଛାତ୍ରଛାତ୍ରୀମାନଙ୍କ ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବା ସହ ୧୧ତାରିଖରୁ ପାଠପଢା ଆରମ୍ଭ ହେବା ନେଇ…

ନୂଆବର୍ଷରେ ରାଜସ୍ଥାନ: ବିକ୍ରି ହୋଇଛି ୭୦ କୋଟିର ମଦ

ଜୟପୁର: ସାରା ଦେଶ ସହିତ ରାଜସ୍ଥାନରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଯଦିଓ ରାଜ୍ୟରେ ସଂକ୍ରମଣର ମାତ୍ରା କମ୍, ତଥାପି ମଧ୍ୟ ବିପଦ ଟଳିନାହିଁ । କରୋନା ଯୋଗୁଁ, ଗତ ବର୍ଷ ପର୍ବପର୍ବାଣୀ ଏବଂ ଉସôବ ଉପରେ ବଡ଼ ପ୍ରଭାବ ପଡିଥିବାବେଳେ ଚଳିତ ବର୍ଷ ନୂଆବର୍ଷ ଉସôବ ମଧ୍ୟ ଫିକା…

ପାହାଡ ଉପରେ ବିବାହ ପ୍ରସ୍ତାବ: ଖୁସିରେ ଗଳି ପଡିଲେ ପ୍ରେମିକା ଓ ଡେଇଁ ପଡିଲେ ପ୍ରେମିକ

ନୂଆଦିଲ୍ଲୀ: ଜୀବନର ଏକ ସୁନ୍ଦର ମୂହୁର୍ତ ହେଉଛି ପ୍ରପୋଜ କରିବ । ଏହି ମୁହୂର୍ତକୁ ସମସ୍ତେ ସ୍ମରଣୀୟ ଏବଂ ନିଆରା କରିବାକୁ ଚାହାନ୍ତି । ଏଥିପାଇଁ କିଏ ନିଜ ପ୍ରେମିକା ପାଇଁ ଡେଷ୍ଟିନେସନ ପ୍ଲେସ ଖୋଜେ ତ ଆଉ କିଏ ସମୂଦ୍ର କୂଳ । ସମସ୍ତେ କିଛି ନା କିଛି ପ୍ଲାନ କରନ୍ତି । ନିକଟରେ ଏଭଳି ହିଁ…

ଯାଜପୁରରେ ହେଲ୍ମେଟ୍ ଧରପଗଡ ଯୋରଦାର

ଯାଜପୁର: ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ ବର୍ଷ ଆରମ୍ଭରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । କେବଳ ବାଇକ୍ ଚାଳକ ନୁହେଁ ଚାଳକଙ୍କ ସହ ବାଇକରେ ବସିଥିବା ବ୍ୟକ୍ତି ମଧ୍ୟ ହେଲମେଣ୍ଟ ପରିଧାନ କରିବା ଆବଶ୍ୟକ । ନଚେତ୍ ବାଇକ୍ ଚାଳକଙ୍କୁ ଜୋରିମାନା ସମେତ ଲାଇସେନସ୍ ରଦ୍ଧ ଭଳି କଠୋର…

କୁକୁର କାମୁଡ଼ାରେ ବର୍ଷକୁ ମରୁଛନ୍ତି ୨୦ ହଜାର

ଭୁବନେଶ୍ୱର: ଭାରତରେ କୁକୁର କାମୁଡା ଯୋଗୁଁ ଜଳାନ୍ତକ ରୋଗରେ ବର୍ଷକୁ ପ୍ରାୟ ୨୦ ହଜାର ଓ ବିଶ୍ୱରେ ୫୯ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ଘଟୁଛି । ୪୦ ପ୍ରତିଶତ ୧୫ ବର୍ଷରୁ କମ୍ ପିଲା ଜଳାନ୍ତକରେ ମୃତ୍ୟୁବରଣ କରୁଛନ୍ତି । କୁକୁର କାମୁଡିବା ପରେ ଅନେକ ହସ୍ପିଟାଲ ନଯିବା ହେତୁ ପରବର୍ତ୍ତୀ ସମୟରେ…

ପୌଷ ମାସ ରବିବାର :ଏଭଳି କରନ୍ତୁ ପ୍ରଭୁ ସୂର୍ଯ୍ୟଙ୍କ ଉପାସନା

ହିନ୍ଦୁ ପୁରାଣ ଅନୁଯାୟୀ ୯ତମ ମାସ ହେଉଛି ପୌଷ ମାସ। ଏହି ମାସରେ ସୂର୍ଯ୍ୟଙ୍କ ବିଶେଷ ପ୍ରଭାବ ରହିଥାଏ। ମାନ୍ୟତା ରହିଛି ଯେ, ଏହି ମାସରେ ସୂର୍ଯ୍ୟଙ୍କ ଉପାସନା କରିବା ଅତ୍ୟନ୍ତ ଶୁଭଫଳ ମିଳିଥାଏ।ଏହି ମାସରେ ନିୟମିତ ସୂର୍ଯ୍ୟଙ୍କ ଉପାସନା କରିବା ଦ୍ୱାରା ବ୍ୟକ୍ତିର ବର୍ଷସାରା ସ୍ୱାସ୍ଥ୍ୟ…

ସୟଦ ମୁସ୍ତାକ୍‌ ଅଲୀ ଟ୍ରଫି; ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକର

ମୁମ୍ବଇ: ପ୍ରଥମଥର ପାଇଁ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବଇର ସିନିୟର କ୍ରିକେଟ୍‌ ଦଳରେ ସ୍ଥାନ ଦିଆଯାଇଛି। ଘରୋଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ଣ୍ଣାମେଣ୍ଟ ନିମନ୍ତେ ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ଶନିବାର ସାମିଲ କରା ଯାଇଥିବା ମୁମ୍ବଇ…

୧୪ କଂଗ୍ରେସ ନେତାଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ଦଳର ୧୪ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି। ଏ ସମ୍ପର୍କରେ ପିସିସି ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି। ଯେଉଁ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠିଛି ସେମାନେ ହେଲେ ଗଜପତି…

ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ

ଭାରତ ପାଇଁ ଆଉ ଏକ ଗର୍ବ ଓ ଗୌରବର ବିଷୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ଜଣେ ଲୋକପ୍ରିୟ ରାଷ୍ଟ୍ରମୁଖ୍ୟ ଭାବେ ବିବେଚିତ ହୋଇଛନ୍ତି। ଆମେରିକାର ଏକ ଗବେଷଣା ସଂସ୍ଥା ଏହି ମାନ୍ୟତା ପ୍ରଦାନ କରିଛି। ଗବେଷଣା ସଂସ୍ଥା ଅନୁସାରେ ୭୫ ପ୍ରତିଶତ ଲୋକ ଶ୍ରୀ ମୋଦୀଙ୍କୁ ଶ୍ରେଷ୍ଠ…