ସିଟ୍ରେ ବସିପଡ଼ିବାରୁ… ଶ୍ରେଣୀଗୃହରେ ସହପାଠୀକୁ ଗୁଳି କରି ହତ୍ୟା କଲା ୧୦ମ ଶ୍ରେଣୀ ଛାତ୍ର
ଜଣକ ଆସନରେ ଆଉ ଜଣେ ବସିପଡ଼ିଲା। ବାସ୍, ଏତିକି କଥାକୁ ନେଇ ଜଣେ ଛାତ୍ର ତା’ର ସହପାଠୀକୁ ଗୁଳି କରି ହତ୍ୟା କଲା। ଗୁରୁବାର ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବୁଲନ୍ଦସହରରେ। ଜଣେ ୧୦ ଶ୍ରେଣୀ ଛାତ୍ର ସ୍କୁଲକୁ ବନ୍ଧୁକ ନେଇ ଆସିବା ଏବଂ ସହପାଠୀଙ୍କୁ ସେଥିରୁ ଗୁଳି କରି ହତ୍ୟା କରିବା!-->…