ବ୍ରିଟେନ୍ ଫେରନ୍ତାଙ୍କୁ ଖୋଜୁଛି ବିଏମସି
ଭୁବନେଶ୍ୱର: ବିଏମସି (ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ବ୍ରିଟେନ ଫେରନ୍ତାଙ୍କୁ ଖୋଜା ଚାଲିଛି ବୋଲି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚା ଦେଇଛନ୍ତି । ଏଣେ ବ୍ରିଟେନ ଫେରନ୍ତାଙ୍କୁ ନିଜର ତଥ୍ୟ ଦେବାକୁ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଅନୁରୋଧ କରିଛନ୍ତି । ବିଏମସି!-->…