ସମବାୟ ସମିତିର ଆସିଷ୍ଟାଂଟ ଆକାଉଂଟ ମ୍ୟାନେଜର ଭିଜିଲାନ୍ସ ଜାଲରେ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର କେନ୍ଦ୍ର ସମବାୟ ସମିତିର ଆସିଷ୍ଟାଂଟ ଆକାଉଂଟ ମ୍ୟାନେଜର ସୁଧୀର ନନ୍ଦ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ସୁଧୀରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢ଼ାଉ କରିଛି । ବଲାଙ୍ଗୀର ପ୍ୟାଲେସ ଲାଇନ୍ ସ୍ଥିତ ନିଜ ଘରେ, ରୁଗୁଡ଼ିପଡ଼ା ସ୍ଥିତ…

ଉତରାଖଣ୍ଡ ମୁଖମନ୍ତ୍ରୀ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଉତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ସୋମବାର ଦିଲ୍ଲୀର ଏମ୍ସ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି । ଛାତିରେ ସଂକ୍ରମଣ କାରଣରୁ ରବିବାର ମୁଖ୍ୟମନ୍ତ୍ରୀ ରାୱତଙ୍କୁ ଦିଲ୍ଲୀ ଅଣାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ଦିଲ୍ଲୀ…

ମହଙ୍ଗା ପଡିଲା ଫେସବୁକ୍ରୁ ପ୍ରେମ

ବୁର୍ଲା: ପ୍ରଥମେ ଫେସବୁକରୁ ଚାଟିଂ କରି ପ୍ରେମ ନିବେଦନ ପରେ ପ୍ରେମ ପଡି ଯୁବକ ଯୁବତୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଫୋନରେ କଥା ବର୍ତା ପରେ ଭିଡିଓ କଲିଂରେ କଥା ବାର୍ତା ହୋଇଥିଲା । ଏହି ଭିଡିଓ କଲିଙ୍ଗ ସମୟରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୁର୍ତର କିଛି ଫଟୋ ସ୍କ୍ରିନ ସଟ ମାରି ନିଜ ମୋବାଇଲରେ…

ଓଡ଼ିଶା ଆସିଲା କରୋନା ଭ୍ୟାକସିନ ସରଞ୍ଜାମ

ଭୁବନେଶ୍ୱର: କରୋନାର ନୂଆ ଷ୍ଟ୍ରେନକୁ ଆଶଙ୍କା ଲାଗି ରହିଥିବା ବେଳେ ଓଡ଼ିଶାକୁ ପ୍ରଥମ ଦଫାରେ ୨୧ ଲକ୍ଷ ସିରିଞ୍ଜ ସହ କୋଭିଡ-୧୯ ଟିକାର ସରଞ୍ଜାମ ଆସି ପହଞ୍ଚିଛି। ଏ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ଭ୍ୟାକସିନ ରଖିବା…

ମହିଳା କମିଶନଙ୍କ ଚ୍ୟାମ୍ୱରରେ ଅନୁଭବ ଓ ବର୍ଷା

ଭୁବନେଶ୍ୱର : ରାଜ୍ୟ ମହିଳା କମିଶନଙ୍କ ପାଖରେ ହାଜର ହୋଇଛନ୍ତି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଉଭୟଙ୍କୁ ସାମ୍ନାସାମ୍ନି ବସାଇ ମହିଳା କମିଶନ ଆଲୋଚନା କରୁଥିବା ଜଣାପଡ଼ିଛି। ମାତ୍ର କଣ ଆଲୋଚନା ହେଉଛି, ତାହା ଜଣାପଡ଼ି ନାହିଁ।…

ଏୟାର ହୋଷ୍ଟେସଙ୍କୁ ଦୁଷ୍କର୍ମ ଅଭିଯୋଗ

ମହାରାଷ୍ଟ୍ର: ମହାରାଷ୍ଟ୍ର ପୁଲିସ କଲେୱାଡିର ଏକ ପୋଷାକ ଦୋକାନର ମାଲିକଙ୍କୁ ଗିରଫ କରିଛି। ଉକ୍ତ ଦୋକନୀ ମାଲିକ ବିରୋଧରେ ୨୬ ବର୍ଷୀୟ ଜଣେ ବୟସ୍କ ଏୟାର ହୋଷ୍ଟେସ ବଳାତ୍କାର ଓ ମାରପିଟ କରିଥିବା ଅଭିଯୋଗ ଆଣିଛନ୍ତି। ଏୟାର ହୋଷ୍ଟେସ୍ ଦ୍ୱାରା ଦିଆଯାଇଥିବା ଏଫ୍ଆଇଆର୍ ଅନୁଯାୟୀ, ଅଭିଯୁକ୍ତ…

ରାଜନୀତି କରିବେନି ରଜନୀକାନ୍ତ

ଚେନ୍ନାଇ: ତାମିଲ ସୁପରଷ୍ଟାର ରଜନୀକାନ୍ତ ନୂଆବର୍ଷରୁ ରାଜନୀତିରେ ପ୍ରବେଶ କରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। କିନ୍ତୁ ଏବେ ସେ ନିଷ୍ପତ୍ତି ବଦଳାଇଛନ୍ତି। ସେ ଆଉ ରାଜନୀତିରେ ଯୋଗଦେବେ ନାହିଁ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରଜନୀକାନ୍ତ ଏହା…

ପ୍ରେମୀ ଯୁଗଳଙ୍କୁ ହତ୍ୟା କରି ଗଛରେ ଟଙ୍ଗାଇଦେଲେ !

ପୁରୀ: ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ଅଳଗୁମ୍ ଅଞ୍ଚଳରେ ମଙ୍ଗଳବାର ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ଦୁଇଜଣଙ୍କ ମୃତଦେହ ଜିପୁର ପ୍ରଧାନସାହି ପାଖ ଜାମୁ ଗଛରେ ଓହଳିଛି। ମୃତ ଯୁବକଙ୍କ ଦୁଇହାତ ପଛପଟୁ ବନ୍ଧାଯାଇଛି। ପ୍ରେମ ଘଟଣାରୁ ହତ୍ୟା କରାଯାଇଥିବା ଅଭିଯୋଗ…

ଭାରତରେ ପହଞ୍ଚିଲା କରୋନାର ନୂଆ ଷ୍ଟ୍ରେନ; ୬ ବ୍ରିଟେନ ଫେରନ୍ତା ସଂକ୍ରମିତ

ନୂଆଦିଲ୍ଲୀ: ଶେଷରେ ଭାରତରେ ପହଞ୍ଚିଛି ବ୍ରିଟେନରେ ଆତଙ୍କ ଖେଳାଇଥିବା କରୋନାର ନୂଆ ଷ୍ଟ୍ରେନ। ଏହା ଜଣାପଡ଼ିବା ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତାରେ ପଡ଼ିଛି। ୬ ବ୍ରିଟେନ ଫେରନ୍ତାଙ୍କ ନିକଟରେ ଏହି ନୂଆ ଷ୍ଟ୍ରେନ ଠାବ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେଟ କରି ରଖାଯାଇଥିବା…

ଭିଜିଲାନ୍ସ ଜାଲରେ ନିଲମ୍ବିତ କନିଷ୍ଠ କିରାଣୀ

ବଲାଙ୍ଗିର: ବନ୍ଧା ହେଲେ ବଲାଙ୍ଗିର ଶିକ୍ଷା ବିଭାଗର ନିଲମ୍ବିତ କନିଷ୍ଠ କିରାଣୀ ପ୍ରମୋଦ ରଥ । ଦିର୍ଘ ଦିନର ଲୁଚକାଳି ଖେଳ ପରେ ଆଜି ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଜେରା ବେଳେ ପ୍ରମୋଦଙ୍କ ଘରୁ ୭ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜବତ କରାଯାଇଛି । ଏଥି ସହ ତାଙ୍କ ପାଖରୁ ୬ଟି ବୁଲେଟ ମଧ୍ୟ…