ପ୍ରମୋଦିନୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ଜଣେ ଗିରଫ
ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ଦେଖାଳି ଗ୍ରାମର ପ୍ରମୋଦିନୀ ନାୟକ ହତ୍ୟା ଘଟଣାର ବୁଧବାର ପର୍ଦ୍ଦାଫାସ କରିଛି ପୁଲିସ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ସେହି ଗ୍ରାମର ପ୍ରକାଶ ବେହେରା(୩୫)ଙ୍କୁ ପୁଲିସ ଗିରଫ କରିଛି। ବୁଧବାର ଏନେଇ ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ!-->…