୨୫ ଲକ୍ଷର ବ୍ରାଉନସୁଗାର ଜବତ ; ଜଣେ ଗିରଫ

ଖୋର୍ଦ୍ଧା : ପୁଣି ଧରାପଡ଼ିଲା ଧଳା ଜହର। ଖୋର୍ଦ୍ଧାରେ କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ୩୫୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି। ଏହାର ଆନୁମାନିନ ମୂଲ୍ୟ ୨୫ ଲକ୍ଷରୁ ଅଧିକ ଟଙ୍କାର ହେବ। ବ୍ରାଉନସୁଗାରକୁ ନେଇ ଡିଲ୍‍ ଚାଲୁଥିବା ବେଳେ ଡ଼ିଲର ଜଣଙ୍କୁ ଗିରଫ କରାଯାଇଛି। ଏହି…

ବକ୍ସିଂ ଡେ’ ଟେଷ୍ଟରେ ଭାରତର ଐତିହାସିକ ବିଜୟ

ମେଲବର୍ଣ୍ଣ: ମେଲବର୍ଣ୍ଣ ବକ୍ସିଂ ଡେ’ ଟେଷ୍ଟରେ ଭାରତର ଐତିହାସିକ ବିଜୟ ହାସଲ କରିଛି। ବିରାଟ୍ କୋହଲିଙ୍କ ଅନୁପସ୍ଥିତିରେ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିରେ ଜବରଦସ୍ତ ବୋଲିଂ ସାଙ୍ଗକୁ ବ୍ୟାଟିଂ କରି ୮ ୱିକେଟରେ ଘରୋଇ ଅଷ୍ଟ୍ରେଲିଆ ଦଳକୁ ହରାଇଛି ଭାରତ। ଭାରତକୁ ୭୦ ରନର ବିଜୟ…

ରେଳଧାରଣାରୁ ମିଳିଲା କର୍ଣ୍ଣାଟକ ଉପବାଚସ୍ପତିଙ୍କ ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଦର ଉପବାଚସ୍ପତି ଏସଏଲ୍ ଧର୍ମେଗୌଡ଼ାଙ୍କ ମୃତଦେହ ସୋମବାର ବିଳମ୍ବିତ ରାତିରେ ରେଳଧାରଣାରୁ ମିଳିଛି। ତାଙ୍କ ମୃତଦେହ ନିକଟରୁ ପୁଲିସ ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହ ସ୍ପଷ୍ଟ ଜଣାପଡ଼ି ନାହିଁ। ସୂଚନା…

ହାତଗୋଡ ବନ୍ଧା ନବବଧୂ ଡୋଲିରୁ ଉଦ୍ଧାର

ଭଞ୍ଜନଗର: ଗଞ୍ଜାମ ଜିଳ୍ଲା ବୁଗୁଡା ଥାନା ଅନ୍ତର୍ଗତ ମକରାପଲ୍ଳୀର ମଙ୍ଗରାଜପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ହାତଗୋଡ ବନ୍ଧା ଜଣେ ନବବଧୂକୁ ପଡୋଶୀ ଘରର ଏକ ଡୋଲି ଭିତରେ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପ୍ରଥମେ ଚିକିତ୍ସାଲାଗି ବୁଗୁଡା ଡାକ୍ତରଖାନାରେ…

ଦିଲ୍ଲୀରେ ଗଡିଲା ଚାଳକ ବିହୀନ ଟ୍ରେନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଦିଲ୍ଲୀ ମେଟ୍ରୋର ମଜେଂଟା ଲାଇନ୍ରେ ଦେଶର ପ୍ରଥମ ତଥା ସମ୍ପୂର୍ଣ୍ଣ-ସ୍ୱୟଂଚାଳିତ ଚାଳକବିହୀନ ରେଳ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଭାରତ କେତେ ଶୀଘ୍ର ସ୍ମାର୍ଟ ସିଷ୍ଟମ୍…

୬ ବ୍ରିଟେନ୍ ଫେରନ୍ତା ପଜିଟିଭ୍

ଭୁବନେଶ୍ୱର: ବ୍ରିଟେନ୍ ସହ ବିଶ୍ୱର ବହୁ ରାଷ୍ଟ୍ରରେ ଏବେ କରୋନାର ନୂଆ ଷ୍ଟେ୍ରନ୍ ଆତଙ୍କ ସୃଷ୍ଟି କରିଥିଲା ବେଳେ ରାଜ୍ୟରେ ୬ ବ୍ରିଟେନ୍ ଫେରନ୍ତା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ବୋଲି ଜମ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତିି । ସେ କହିଛନ୍ତି ଯେ, ରାଜ୍ୟରେ…

ଅନ୍ଲାଇନ୍ରେ କିସ୍ରେ ଏକାଠୀ ହେଲେ ୧ଲକ୍ଷ ଅଭିଭାବକ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ କିସ୍ରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ଅଭିଭାବକ ମହାସମାବେଶ ଭର୍ଚୁଆଲ୍ ମୋଡ୍ରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଅଭିଭାବକମାନେ ଯେପରି ସୁରୁଖୁରୁରେ କିସ୍ରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍ ପକ୍ଷରୁ…

ରାସ୍ତାରେ ଅଳିଆ ପକାଇଲେ ଟ୍ରେଡ୍ ଲାଇସେନ୍ସ ରଦ୍ଧ କରିବ ବିଏମ୍ସି

ଭୁବନେଶ୍ୱର: ବିଏମ୍ସି ଏଣିକି ପୁରା ଆକ୍ସନ ମୁଡ଼ରେ । ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀମାନଙ୍କୁ ଆଉ ବରଦାସ୍ତ କରାଯିବନି । ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ…

ଟ୍ରେନ ତଳେ ଗଳୁଥିବା ବେଳେ କଟିଗଲେ ପ୍ରେମିକା, ଗୋଡ ହାତ ହରାଇଲେ ପ୍ରେମିକ

ବାମରା: ମାସେ ବା ଦୁଇ ମାସ ନୁହେଁ, ଦୀର୍ଘ ଦୁଇ ବର୍ଷ ଧରି ଏକାଠି ରହୁଥିଲେ ପ୍ରେମିକ ରୋଶନ ଓ ପ୍ରେମିକା ସୋଫିୟା । ଉଭୟଙ୍କ ପରିବାର ରାଜି ହେଲା ପରେ ଯାଇ ବାହା ହେବେ ବୋଲି ଅପେକ୍ଷା କରିଥିଲେ । କିନ୍ତୁ ସେ ସ୍ୱପ୍ନ ଦିନ ପାଇଁ ସ୍ୱପ୍ନ ହୋଇ ରହିଗଲା । ଟ୍ରେନରେ କଟି ପ୍ରେମିକାର ମୃତୁ୍ୟ…

ବାବା ଆଖଣ୍ଡଳମଣି ମନ୍ଦିର ଖୋଲିଲା ୯ ମାସ ପରେ

ଆରଡି: କରୋନା ମହାମାରୀ ଲାଗି ଦୀର୍ଘ ୯ ମାସ ଧରି ବନ୍ଦ ରହିଥିବା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ସୋମବାର ଭକ୍ତମାନଙ୍କ ପାଇଁ ଖୋଲିଛି । ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ସମ୍ପର୍କରେ ଜିଲ୍ଲାପାଳ ଡ.ଜ୍ଞାନ ଦାସ ଘୋଷଣା…